ଟଙ୍କା ପଛରେ ଦୁନିଆ ଧାଇଁଛି। କିଏ ବଡ଼ ଚାକିରି ଖୋଜୁଛି ତ କିଏ ବ୍ୟବସାୟୀ ହେବାକୁ ମନ ବଳଉଛି। ଯିଏ କିଛି ନକରିପାରିବ ସେ ତ ପୁଣୀ ଧନୀ ହବ...! ସିଏ ଏବେ ନୂଆ କୌଶଳ ଆପଣେଇଛି। ସେଇ କୌଶଳଟି ହେଉଛି ବୀମା। ହଇଓ ଆମେ ସେଇ ବାବୁଙ୍କ ବିଷୟରେ କହୁଛୁ। ଯିଏ ବୀମା ଟଙ୍କା ପାଇବା ପାଇଁ ଦୁଇ ଦୁଇ ଜଣଙ୍କୁ ବିବାହ କରି ହତ୍ୟା କରିସାରିଲେଣି। ସ୍ତ୍ରୀମାନଙ୍କ ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇ ବୀମା ଟଙ୍କା ହାତେଇବା ହେଉଛି ବାବୁଙ୍କ ନୂଆ କୌଶଳ।ତାହାକୁ ନେଇ ଆମର ଆଜିର କାର୍ଟୁନ। ଦିହକୁ ନେବେନି।
ବାବୁଙ୍କର ଇଏ ଭିନ୍ନ କୌଶଳ...! ପତ୍ନୀଙ୍କୁ ହତ୍ୟା କରି ବୀମା ଟଙ୍କା ହାତେଇବା ପାଲଟିଛି ନୂଆ ବେପାର
ଟଙ୍କା ପଛରେ ଦୁନିଆ ଧାଇଁଛି। କିଏ ବଡ଼ ଚାକିରି ଖୋଜୁଛି ତ କିଏ ବ୍ୟବସାୟୀ ହେବାକୁ ମନ ବଳଉଛି। ଯିଏ କିଛି ନକରିପାରିବ ସେ ତ ପୁଣୀ ଧନୀ ହବ...! ସିଏ ଏବେ ନୂଆ କୌଶଳ ଆପଣେଇଛି। ସେଇ କୌଶଳଟି ହେଉଛି ବୀମା।
/sambad/media/media_files/2025/09/18/untitled-2025-09-18-19-53-07.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)