ଉପରେ ଭଲ, ଭିତରେ ଭେଲ...! ଉପରେ ବନ୍ଧୁ ବନ୍ଧୁ ବୋଲି କହି ଭିତରେ କିପରି ଗୋଛି କଟାଯାଏ କିଏ ଶିଖିବ ତ ତାଙ୍କଠାରୁ ଶିଖ୍। ପୂର୍ବରୁ ଶୁଳ୍କ, ଅତିରିକ୍ତ ଶୁଳ୍କ ପରେ ଏବେ ଏଚ୍-୧ବି ଭିସା। ଭାରତ ଉପରେ କେତେ ଜନ୍ମର ରାଗ ସୁଝାଉଛନ୍ତି କି ଏ ବାବୁ ଜଣକ? ଏଣେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋର ଜଣେ ଭଲ ବନ୍ଧୁ ବୋଲି ଡେଙ୍ଗୁରା ପିଟୁଛନ୍ତି। ସେଣେ ଗୋଟେ ପରେ ଗୋଟେ ଆର୍ଥିକ ପାହାର ପକାଇ ସାରିଛନ୍ତି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ଏଣେ କହୁଛନ୍ତି ବନ୍ଧୁ; ସେଣେ ଦେଉଛନ୍ତି ପାହାର ଉପରେ ପାହାର...!
ଉପରେ ଭଲ, ଭିତରେ ଭେଲ...! ଉପରେ ବନ୍ଧୁ ବନ୍ଧୁ ବୋଲି କହି ଭିତରେ କିପରି ଗୋଛି କଟାଯାଏ କିଏ ଶିଖିବ ତ ତାଙ୍କଠାରୁ ଶିଖ୍। ପୂର୍ବରୁ ଶୁଳ୍କ, ଅତିରିକ୍ତ ଶୁଳ୍କ ପରେ ଏବେ ଏଚ୍-୧ବି ଭିସା। ଭାରତ ଉପରେ କେତେ ଜନ୍ମର ରାଗ ସୁଝାଉଛନ୍ତି କି ଏ ବାବୁ ଜଣକ?
/sambad/media/media_files/2025/09/21/untitled-2025-09-21-14-03-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)