ଏସିଆ କପ୍ରେ ପାକିସ୍ତାନକୁ ନାକେ ପାଣି ପିଆଇଛି ଭାରତ। ପଡ଼ିଆକୁ କାନ୍ଦି କାନ୍ଦି ଫେରିଲେ ପାକ୍ ଖେଳାଳି। ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି। ସୁପର୍-୪ ମୁକାବିଲାରେ ବିଜୟ ସହ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ନିଜ ପ୍ରାଧାନ୍ୟକୁ ଅବ୍ୟାହତ ରଖିଛି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ଦେଖରେ ଦେଖ...! ପାକିସ୍ତାନକୁ ପାଣି ପିଆଇଲା ଭାରତ
ଏସିଆ କପ୍ରେ ପାକିସ୍ତାନକୁ ନାକେ ପାଣି ପିଆଇଛି ଭାରତ। ପଡ଼ିଆକୁ କାନ୍ଦି କାନ୍ଦି ଫେରିଲେ ପାକ୍ ଖେଳାଳି। ପାକିସ୍ତାନକୁ ୬ ୱିକେଟ୍ରେ ପରାସ୍ତ କରି କ୍ରମାଗତ ବିଜୟ ହାସଲ କରିଛି।
/sambad/media/media_files/2025/09/22/untitled-2025-09-22-14-14-43.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)