ଆମ୍ବୁଲାନ୍ସ, ଦମକଳ ପରି ଜରୁରୀକାଳିନ ଗାଡ଼ିଗୁଡ଼ିକୁ ବାଟ ଛାଡ଼ିବା କଥା ପିଲାଏ ବି ଜାଣନ୍ତି। ହେଲେ ମାନୁଛି କି? ଏମିତିକି ରୋଗୀକୁ ଭିତରେ ଶୁ୍ଆଇ ଆମ୍ବୁଲାନ୍ସକୁ ବି ଅପେକ୍ଷା କରିବାକୁ ପଡ଼େ ଟ୍ରାଫିକ୍ରେ। ଏପରିସ୍ଥିତିରେ ବିଚରା ରୋଗୀଟା କରିବ ବା କ’ଣ? ହସ୍ପିଟାଲ୍ରେ ପହଞ୍ଚିବ ବା କେମିତି? ଟ୍ରାଫିକ୍ ଫାଙ୍କା ହେଲେ ସିନା ଆମ୍ବୁଲାନ୍ସ ହଟିବ। ଏଭଳି ଏକ ସମସ୍ୟାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ବାଃ ବାଃ...! ଏଠି ଆମ୍ବୁଲାନ୍ସ ବି ଟ୍ରାଫିକ୍ରେ ଅଟକେ
ଆମ୍ବୁଲାନ୍ସ, ଦମକଳ ପରି ଜରୁରୀକାଳିନ ଗାଡ଼ିଗୁଡ଼ିକୁ ବାଟ ଛାଡ଼ିବା କଥା ପିଲାଏ ବି ଜାଣନ୍ତି। ହେଲେ ମାନୁଛି କି? ଏମିତିକି ରୋଗୀକୁ ଭିତରେ ଶୁ୍ଆଇ ଆମ୍ବୁଲାନ୍ସକୁ ବି ଅପେକ୍ଷା କରିବାକୁ ପଡ଼େ ଟ୍ରାଫିକ୍ରେ। ଏପରିସ୍ଥିତିରେ ବିଚରା ରୋଗୀଟା କରିବ ବା କ’ଣ?
/sambad/media/media_files/2025/09/23/untitled-2025-09-23-14-27-49.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)