ଏବେକା ସମୟରେ ଦୁର୍ନୀତି ଏତେ ବଢ଼ିଯାଇଛି ଯେ ଭିଜିଲାନ୍ସ ଯେତେ ଛାନ୍ଭିନ୍ କଲେ ବି ପଛରେ ପଡ଼ିଯାଉଛି। ବିନା ଲାଞ୍ଚରେ ଆଉ କାମ କରୁନାହାନ୍ତି ସରକାରୀ ବାବୁ। ବାବୁମାନେ ଆମର ଦୁର୍ନୀତି କାର୍ଯ୍ୟରେ ଲିପ୍ତ। ଏଣେ ଭିଜିଲାନ୍ସ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ଥେଇଆ। ଯେତିକି ବି ଧରାପଡୁଛନ୍ତି; ତାହା ସମୁଦ୍ରକୁ ଶଙ୍ଖେ ପରି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
ଭିଜିଲାନ୍ସ ଜାଲରେ ପଡୁଛନ୍ତି ସମୁଦ୍ରକୁ ଶଙ୍ଖେ ପରି; ବୁଡ଼ି ବୁଡ଼ି ପାଣି ପିଉଛନ୍ତ ସରକାରୀ ବାବୁ...!
ଏବେକା ସମୟରେ ଦୁର୍ନୀତି ଏତେ ବଢ଼ିଯାଇଛି ଯେ ଭିଜିଲାନ୍ସ ଯେତେ ଛାନ୍ଭିନ୍ କଲେ ବି ପଛରେ ପଡ଼ିଯାଉଛି। ବିନା ଲାଞ୍ଚରେ ଆଉ କାମ କରୁନାହାନ୍ତି ସରକାରୀ ବାବୁ। ବାବୁମାନେ ଆମର ଦୁର୍ନୀତି କାର୍ଯ୍ୟରେ ଲିପ୍ତ।
/sambad/media/media_files/2025/09/25/untitled-2025-09-25-15-21-36.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)