ଭାଇ ପାଠ ପଢ଼ିବ? ବଡ଼ ମଣିଷ ହବ? ମଧୁ ବାରିଷ୍ଟର୍ ପରି ଦେଶ ସେବା କରିବ? ସବୁ ଠିକ୍ ଯେ, ହେଲେ ତମକୁ ଚାକିରି କିଏ ସେ ଦବ? ପାଠୁଆଙ୍କୁ କ’ଣ ଚାକିରି ମିଳୁଛି? ଚାକିରି ପାଇଁ ପରା ଅଲଗା ବାଟ ଖୋଲିଛି। ସିଟ୍ ଗୋଟାଏ, ବାଟ ଦିଇଟା। ଗୋଟାଏ ବାଟ ପାଠୁଆ ପାଇଁ, ଆଉ ଗୋଟାଏ ବାଟ ଦୁର୍ନୀତିଖୋର୍ଙ୍କ ପାଇଁ। ହେଲେ ମନ ରଖ ଭାଇ, ଦୁର୍ନୀତି ଆଗରେ ପାଠର ଟିକିଏ ବି ମୂଲ୍ୟ ନାହିଁ।
/filters:format(webp)/sambad/media/media_files/2025/10/03/untitled-2025-10-03-16-04-20.jpg)
ଆଜିକାଲି ମେଧାବୀ ଛାତଟିଏ ଚାକିରି ଖଣ୍ଡେ ପାଇଁ ହନ୍ତସନ୍ତ ହେଉଥିବା ବେଳେ ଲାଞ୍ଚ ଦେଇ ଗଜା ମୁରୁଖ ଚାକିରି ମାରି ନେଉଛନ୍ତି। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/03/new-project-4-2025-10-03-15-57-26.jpg)