ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଫ ସିରପ୍ କୋଲଡ୍ରିଫ୍ ସହିତ ଜଡିତ ଶିଶୁ ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। କଫ୍ ସିରପଜନୀତ ଶିଶୁ ମୃତ୍ୟୁ ମାମଲାକୁ ସପ୍ତାହ ବିତିଗଲା ପରେ ବି ଏପର୍ଯ୍ୟନ୍ତ ଦୋଷୀକୁ ଧରାଯାଇ ପାରୁନାହିଁ। ଏବେ ସୁଦ୍ଧା କଫ୍ ସିରଫ ଖାଇ ୨୦ରୁ ଅଧିକ ଜଣ ଶିଶୁଙ୍କ ମୃତ୍ୟୁ ହୋଇ ସାରିଲାଣି। ତାହାକୁ ନେଇ ଆଜିର କାର୍ଟୁନ।
/filters:format(webp)/sambad/media/media_files/2025/10/08/untitled-2025-10-08-15-56-07.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/08/untitled-25-2025-10-08-15-50-51.jpg)