ଆଜି ପରା ଧନତେରସ୍! ଆଜିର ଦିନରେ ସୁନା କିଣୁଥିଲେ ଆମରି ପୂରୁବ ପୁରୁଷ। ମୁଁ କିନ୍ତୁ ଆଜି ଝାଡୁଟିଏ କିଣିଆଣିବି; ଏ ମହଙ୍ଗା ଯୁଗରେ ମୁଁ କିବା ସୁନା କିଣିପାରିବି! ମାଆ ଲକ୍ଷ୍ମୀ ତମେ ରାଗିବନି। ସୁନା, ରୁପା ଦର ଯାହା ହେଲାଣି, ମୋ ହାତ ଜମା ପାଉନି। ଏହା ହୁଏତ ଆମ ପରି ଅନେକ ମଧ୍ୟବିତ୍ତଙ୍କ ସ୍ବର। ତାହାକୁ ନେଇ ଆମର ଆଜିର ଏ କାର୍ଟୁନ। ଦିହକୁ ନେବେନି।
cartoon | dihakunebeni
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/18/untitled-2025-10-18-12-28-39.jpg)