ମଦ୍ରାସାରେ ଯୌନ ଶୋଷଣ, ୬୩ ବର୍ଷୀୟ ଶିକ୍ଷକ ଗିରଫ

ନୂଆଦିଲ୍ଲୀ: ମଦ୍ରାସାରେ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜଣେ ୬୩ ବର୍ଷୀୟ ମଦ୍ରାସା ଶିକ୍ଷକ ଗିରଫ ହୋଇଛନ୍ତି। ଲୋକଙ୍କ ଅଭିଯୋଗ ଏବଂ କେତେକ ବଳିଷ୍ଠ ପ୍ରମାଣ ଆଧାରରେ କେରଳର ଥଲୟୋଲପରମ୍ଭୁ ପୁଲିସ ୟୁସୁଫ୍‌ ନାମକ ମଦ୍ରାସା ଶିକ୍ଷକଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ କରିଛି।

ସମ୍ବନ୍ଧିତ ଖବର