ନୂଆଦିଲ୍ଲୀ: ମଦ୍ରାସାରେ ଛାତ୍ରଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଜଣେ ୬୩ ବର୍ଷୀୟ ମଦ୍ରାସା ଶିକ୍ଷକ ଗିରଫ ହୋଇଛନ୍ତି। ଲୋକଙ୍କ ଅଭିଯୋଗ ଏବଂ କେତେକ ବଳିଷ୍ଠ ପ୍ରମାଣ ଆଧାରରେ କେରଳର ଥଲୟୋଲପରମ୍ଭୁ ପୁଲିସ ୟୁସୁଫ୍ ନାମକ ମଦ୍ରାସା ଶିକ୍ଷକଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ କରିଛି।

ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର