ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଞ୍ଚଳରେ କିଛି ଦିନ ହେବ ମେଣ୍ଢା ଚୋର ମାତିଛନ୍ତି। ଗତ ସପ୍ତାହରେ ପ୍ରଥମେ ଏହି ବ୍ଲକ ଅଧୀନ ବିଶୁନିଆପଡ଼ା ଗ୍ରାମରୁ ୫୦ଟି, ପରଦିନ ଶିଙ୍ଗିରି ଗ୍ରାମରୁ ଆଉ ୨୦ଟି ମେଣ୍ଢା ଚୋରି ହୋଇଥିଲୋ। େବେ ଗତକାଲି ରାତିରେ ଅନୁରୂପ ଭାବେ ବେତେଣ୍ଡା ଗ୍ରାମର ଦିବାକର ସାମଲଙ୍କ ୧୨ଟି ମେଣ୍ଢା ଚୋରି ହୋଇଛି। ଏ ସଂପର୍କରେ ଦିବାକର ଆଜି ବାଲିଅନ୍ତା ଥାନରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରିଛି।
ବେତେଣ୍ଡା ଗ୍ରାମରୁ ପୁଣି ୧୨ଟି ମେଣ୍ଢା ଚୋରି
/sambad/media/post_attachments/wp-content/uploads/2020/04/sheeps.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)