କେନ୍ଦୁଝର: ଆନନ୍ଦପୁର ଅଂଚଳର ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମହୁଳିଡିଆଁ ଥାନା ଅନ୍ତର୍ଗତ ସାଳଚୁଆଁ ଗାଁରେ ଜଣେ ୧୨ ବର୍ଷର ବାଳକକୁ ପିଟିପିଟି ହତ୍ୟା କରାଯାଇଛି। ଘଟଣା ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି।
କେନ୍ଦୁଝର: ସାମାନ୍ୟ ବଚସାରୁ ହତ୍ୟା
/sambad/media/post_attachments/wp-content/uploads/2019/01/murder-podcast-800x800.jpg)