ପୁରୁଣା ଭୁବନେଶ୍ୱର: ଏୟାରଫିଲଡ୍ ଥାନା ଅନ୍ତର୍ଗତ ଲିଙ୍ଗରାଜ ବିହାରରେ ଫଟୋ ସାମ୍ବାଦିକ ଅସିତ ଶତପଥୀଙ୍କ ଘରୁ ଲୁଟ୍ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, କାରଗିଲ କେଳା ସାହି ବସ୍ତିର ବିଶ୍ୱଜିତ୍ ଶଙ୍କର (୨୩), ଟୁନା ଦାସ (୨୫) ଓ ଲକ୍ଷ୍ମୀସାଗର ଥାନା ଅଧୀନ ଷ୍ଟେସନ୍ ବଜାରର କେଶବ ରଣା (୧୯)। ପୁଲିସ ସେମାନଙ୍କଠଶରୁ ଚୋରି ସାମଗ୍ରୀ ଜବତ କରିଛି।
ସାମ୍ବାଦିକଙ୍କ ଘରୁ ଲୁଟ୍, ୩ ଗିରଫ
/sambad/media/post_attachments/wp-content/uploads/2018/06/arrest-1.jpg)