ରାଜଧାନୀ ଭୁବନେଶ୍ବରରୁ ୪ ଲୁଟେରା ଗିରଫ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରୁ ୪ ଜଣ ଲୁଟେରା ଗିରଫ ହୋଇଛନ୍ତି। ଏହି ୪ ଲୁଟେରାଙ୍କୁ କମିସନରେଟ୍‌ ପୁଲିସ୍‌ ଧରିଥିବା ସୂଚନା ରହିଛି। ଏହି ଲୁଟେରାମାନଙ୍କ ନିକଟରୁ ୮୦ ଗ୍ରାମର ୧୨ଟି ସୁନା ଚେନ୍‌, ୩ଟି ଚୋରା ବାଇକ୍‌ ଜବତ ହୋଇଛି। ଲୁଟେରାମାନେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଲୁଟ୍‌ପାତ୍‌ କରୁଥି‌ଲେ ବୋଲି ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର