ଚିତ୍ରଡ଼ା : ୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଞ୍ଚଳରେ ଜଣେ ୬୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଷ୍କର୍ମକାରୀର ହାତକୁ କାମୁଡ଼ି କୌଣସି ମତେ ତା’ କବଳରୁ ବର୍ତ୍ତି ଯାଇଥିବା ବୃଦ୍ଧା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ କେସ୍‌ ନଂ ୫/୨୦ରେ ମାମଲା ରୁଜୁ କରି ଉକ୍ତ ଥାନା ଅଧୀନ ହେସେଲଡ଼ିହି ଗ୍ରାମର ଯୋଗେନ୍ଦ୍ର ହାଁସଦାଙ୍କ ପୁଅ ଦିଲ୍ଲୀପଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର