ଶ୍ମଶାନରୁ ମଣିଷ ହାତ ଆଣି ପତ୍ନୀଙ୍କୁ ରୋଷେଇ କରିବାକୁ ଦେଲେ ନିଶାସକ୍ତ ଯୁବକ, ତା’ପରେ ଘଟିଲା ଏଭଳି ଘଟଣା

ଲକ୍ଷ୍ନୌ: ଲକ୍ଷ୍ନୌର ବିଜନୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମଦ୍ୟପ ବ୍ୟକ୍ତି ନିକଟସ୍ଥ ଏକ ଶ୍ମଶାନରୁ ମଣିଷ ହାତ ଆଣି  ରାତ୍ରୀ ଭୋଜନ ପାଇଁ ତାଙ୍କ ପତ୍ନୀଙ୍କୁ ରୋଷେଇ କରିବାକୁ ଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସ୍ବାମୀ ମଣିଷ ହାତ ଆଣି ଦେବା ପରେ ଏହାକୁ ଦେଖି ମହିଳାଜଣଙ୍କ ଡ଼ରରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ପରେ ଯେତେବେଳେ ତାଙ୍କର ହୋସ ଆସିଥିଲା, ସେତେବେଳେ ସେ ତୁରନ୍ତ ପୁଲିସକୁ ଡ଼ାକି ନିଜ ସ୍ବାମୀଙ୍କୁ ଗିରଫ କରାଇଥିଲେ ବୋଲି ଜଣା ପଡ଼ିଛି।

Image result for human hand from crematorium, asks wife to cook it
Gulf News
ସମ୍ବନ୍ଧିତ ଖବର