ପୁରୁଣା ଭୁବନେଶ୍ୱର : ଧଉଳି ଥାନା ଅଧୀନ ନୂଆଗାଁ ଛକଠାରେ ଜଣେ ଯୁବକଙ୍କ ବାଇକ୍ ଲୁଟ୍ ନେଇ ଅଭିଯୋଗ ହୋଇଛି। ଗଡ଼ ମହାବୀର ଅଞ୍ଚଳର କାଳନ୍ଦି ଚରଣ ମହାପାତ୍ର ଆଜି ସକାଳେ ନୂଆଗାଁ ଛକ ନିକଟରେ ତାଙ୍କ ହିରୋହୋଣ୍ଡା (ଓଡି୦୨ଏକ୍ସ୍୬୧୭୫) ବାଇକ୍ଟିକୁ ରଖି ମାଛ କିଣୁଥିଲେ। ତେବେ ସେ ମାଛ କିଣି ପଛକୁ ଚାହିଁ ଦେଖନ୍ତି ତ ତାଙ୍କ ବାଇକ୍ ଲୁଟ୍ ହୋଇଛି। ସେ ବିଭିନ୍ନ ସ୍ଥାନ ଖୋଜା ଖୋଜି କରିବା ପରେ ନମିଳିବାରୁ ଥାନାରେ ଏତଲା ଦେଇଛନ୍ତି।
ଆଖି ପିଛୁଳାକେ ବାଇକ୍ ଲୁଟ୍
/sambad/media/post_attachments/wp-content/uploads/2018/01/bike-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)