ମୁମ୍ବାଇ: ତିନି କୋଟି ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍(ସିବିଆଇ) ମୁମ୍ବାଇ ଆୟକର ବିଭାଗର ଅତିରିକ୍ତ ପୁଲିସ୍ କମିସନରଙ୍କୁ ଶୁକ୍ରବାର ଗିରଫ କରିଛି। ଗିରଫ ହୋଇଥିବା ଅଧିକାରୀ ଜଣକ ହେଉଛନ୍ତି ଜୟପାଲ୍ ସ୍ୱାମୀ। ତାଙ୍କ ବ୍ୟତୀତ ସିବିଆଇ ହାତରେ ଅନ୍ୟ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି ବୋଲି ଏଜେନ୍ସିର ମୁଖପାତ୍ର କହିଛନ୍ତିି। ସେ ଆହୁରି ବି କହିଛନ୍ତି ଯେ ଏବେ ବି ତଦନ୍ତ ଜାରି ରହିଛି।
ମୁମ୍ବାଇ ଆୟକର ବିଭାଗର ଅତିରିକ୍ତ ପୁଲିସ୍ କମିସନରଙ୍କୁ ଗିରଫ କଲା ସିବିଆଇ
/sambad/media/post_attachments/wp-content/uploads/2017/09/CBI_Central_Bureau_investigation_CBI-770x433-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)