ବ୍ୟାଙ୍କ ଠକେଇ ମାମଲାରେ ୨୦ ବର୍ଷ ଫେରାର ଅଭିଯୁକ୍ତଙ୍କୁ ଗିରାଫ କଲା ସିବିଆଇ

ଭୁବନେଶ୍ୱର:  ରାଉରକେଲାର ଏକ ବ୍ୟାଙ୍କ ଠକେଇ ମାମଲାରେ ଛନ୍ଦି ହୋଇ ଫେରାର ଥିବା ଜଣେ ବ୍ୟକ୍ତିଙ୍କୁ ସିବିଆଇ କୋଲକାତାରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ଶିବ ଶଙ୍କର ଦେ ଓ ତାଙ୍କ ଘର ପଶ୍ଚିମବଙ୍ଗରେ। ଶ୍ରୀଦେଙ୍କୁ ସିବିଆଇ ୧୯୯୭ ମସିହାରୁ ଖୋଜୁଥିଲା।ସେ ଗତ ୨୦ ବର୍ଷ ଧରି ଫେରାର ଥିବା ସିବିଆଇ ପକ୍ଷରୁ କୁହାଯାଇଛି। ଗତକାଲି ବିଳମ୍ବିିତ ରାତିରେ ତାଙ୍କୁ ଗିରଫ କରାଯାଇଥିବା ସିବିଆଇ  ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର