ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଲଜ୍ ରୁମ୍ରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ରାତିରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ମୃତଦେହ ନିକଟରୁ ଡ୍ରଗ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ବୋଲି ପୁଲିସ କହିଛି। ରୁମ୍ରେ ଯୁବକ ଜଣକ ଜଣେ ପୁରୁଷଙ୍କ ସହିତ ରହୁଥିଲେ। ଯୁବକଙ୍କ ମୃତ୍ୟୁ ପରେ ପୁଲିସ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳର ଲଜ୍ ରୁମ୍ରୁ ମିଳିଲା ଯୁବକଙ୍କ ମୃତଦେହ
/sambad/media/post_attachments/wp-content/uploads/2018/07/dead-woman-body_650x400_71492600444.jpg)