ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳର ଲଜ୍‌ ରୁମ୍‌ରୁ ମିଳିଲା ଯୁବକଙ୍କ ମୃତଦେହ

0

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଲଜ୍‌ ରୁମ୍‌ରୁ ଜଣେ ଯୁବକଙ୍କ ମୃତଦେହ ମଙ୍ଗଳବାର ରାତିରେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ମୃତଦେହ ନିକଟରୁ ଡ୍ରଗ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ବୋଲି ପୁଲିସ କହିଛି। ରୁମ୍‌ରେ ଯୁବକ ଜଣକ ଜଣେ ପୁରୁଷଙ୍କ ସହିତ ରହୁଥିଲେ। ଯୁବକଙ୍କ ମୃତ୍ୟୁ ପରେ ପୁଲିସ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଆମେ ଭିଡିଓ ଏବଂ ଖବର ଜରିଆରେ ଆମେ ଆପଣଙ୍କୁ ଦେଉ ୨୪ ଘଂଟିଆ ଅପଡେଟ । କରୋନାର ଏହି ସଂକଟ ସମୟରେ ଡିଜିଟାଲ ପ୍ଲାଟଫର୍ମ ପାଇଁ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ ଓ ରୁଦ୍ଧିମନ୍ତ କରିବାରେ ଭାଗିଦାରୀ ସାଜନ୍ତୁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.