ଧରାପଡ଼ିଲା କୋଟିପତି ନିଶା ମାଫିଆ ‘ରୁଗା’

ବାଲେଶ୍ୱର : ବାଲେଶ୍ୱର ସହରରୁ ପୁଣି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଛି। ଅରଡ଼ ବଜାର ମସଜିଦ୍‌ ଗଳିରେ ଭୁବନେଶ୍ବର ଏସ୍‌ଟିଏଫ୍‌ର ସ୍ବତନ୍ତ୍ର ଟିମ୍‌ ସହଦେବଖୁଣ୍ଟା ପୁଲିସ ସହଯୋଗରେ ଚଢ଼ଉ କରି ୧ କେଜି ୩୮୦ ଗ୍ରାମ୍ ଓଜନର ବ୍ରାଉନ୍‌ସୁଗାର ଜବତ କରିବା ସହ ପଶ୍ଚିମବଙ୍ଗର କୁଖ୍ୟାତ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ଗିରଫ କରିଛନ୍ତି।

ସମ୍ବନ୍ଧିତ ଖବର