କୁତ୍ରା(ସୁନ୍ଦରଗଡ଼): ଗୁରୁଵାର ଵିଳମ୍ଵିତ ରାତିରେ ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ପଞ୍ଚରା ବଜାରଠାରେ ଶୁକ୍ରୁ ସୁରେନ ନାମକ ଜଣେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବର ଅଭିଯୋଗ ହୋଇଛି। ବୃଦ୍ଧଙ୍କୁ ଶୋଇଥିବା ଅବସ୍ଥାରେ କେହି ଦୁର୍ଵୃତ୍ତ ହତ୍ୟାା କରିଥିବା ଅନୁମାନ କରାଯାଇଛି। ତେବେ କିଏ ଓ କାହିଁକି ଏପରି ବୃଦ୍ଧଙ୍କ ହତ୍ୟାକରିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଆଜି ସକାଳୁ ଘଟଣା ଜଣାପଡିବା ପରେ ପୁଲିସ ଘଟଣାସସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୁନ୍ଦରଗଡ଼: ଵୃଦ୍ଧଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ
/sambad/media/post_attachments/wp-content/uploads/2021/07/Untitled-52.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)