ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣା: ଥାନାରେ ଏତଲା ଦାୟର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଯୁବତୀଙ୍କ ନଗ୍ନ ଭିଡିଓ ନେଇ ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନାରେ ଏତଲା ଦାୟର ହୋଇଛି। ବିଗତ ୨ ଦିନ ହେବ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ପରେ ଗୁରୁବାର ଯୁବତୀଙ୍କ ପିତାଙ୍କ ତରଫରୁ ଥାନାରେ ଏତଲା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର