ପୁରୁଣା ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ଥାନା ପୁଲିସ ଆଜି ଗ୍ୟାରେଜ୍ ଛକ ନିକଟରୁ ବିପୁଳ ପରିମାଣର ଗଂଜେଇ ଜବତ କରିବା ସହ ୩ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, କନ୍ଧମାଳ ଜିଲ୍ଲା ଗୋଚ୍ଛମପଡ଼ା ଥାନା ଅଧୀନ ଶଳାଗୁଡ଼ା ଅଞ୍ଚଳର ଉମେଶ କଅଁର(୩୫), ଅନିଲ ଦିଗଲ(୨୩) ଓ ନଦୀପଦର ଗ୍ରାମର କାହ୍ନୁଚରଣ ଦିଗଲ(୨୩)। ସେମାନଙ୍କ ନିକଟରୁ ୨ଟି ଅଖାରେ ଭର୍ତ୍ତି ୨୪ କେଜି ୩୫୫ ଗ୍ରାମ୍ର ଗଂଜେଇ, ଏକ କାର୍, ୪ଟି ମୋବାଇଲ୍, ଓ ୯ହଜାର ୫ଶହ ଟଙ୍କା ଜବତ କରାଯାଇଛି।
ପୁରୁଣା ଭୁବନେଶ୍ବର : ଗଞ୍ଜେଇ ଜବତ, ୩ ଗିରଫ
/sambad/media/post_attachments/wp-content/uploads/2019/12/arrest-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)