ଇନ୍‌ଭର୍ଟର୍‌ ଚୋରି କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର: ପଟିଆ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଘରେ ରାତି ଅଧରେ ପଶି ତାଜା ଉପରେ ଥିବା ଇନ୍‌ଭର୍ଟର୍‌କୁ ଚୋରି କରି ଫେରାର ହୋଇଯାଇଥିବା ଚୋର ଆଜି ଧରାପଡ଼ିଛି। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ପଟିଆ ଭୋଇ ସାହିର ସୁକାନ୍ତ ନାୟକ(୩୦)। ଇନ୍‌ଭର୍ଟର୍‌ ଚୋରି କରିବା ପରେ ବିକ୍ରି କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ପୁଲିସ୍‌ ସୁକାନ୍ତକୁ ଧରିଥିଲା। ଘଟଣାର ତଦନ୍ତ କରାଯିବା ପରେ ପୁଲିସ ଆଜ

ସମ୍ବନ୍ଧିତ ଖବର