ସମ୍ବଲପୁର: ଠକେଇ ଅଭିଯୋଗରେ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ଚନ୍ଦ୍ର ମଲ୍ଲିକଙ୍କୁ ସୋମବାର ରାତି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ସମ୍ବଲପୁରରୁ ଗିରଫ କରିଛି। ବ୍ୟାଙ୍କ ଋଣ କାରବାର ନେଇ କ୍ରାଇମ୍ ବ୍ରାଞ୍ଚ କ୍ଷୀରୋଦ ମଲ୍ଲିକଙ୍କ ସମେତ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଚିଟ୍ଫଣ୍ଡ ମାମଲାରେ କ୍ଷୀରୋଦ ପୂର୍ବରୁ ଜେଲ ଯାଇଥିଲେ।
ଠକେଇ ଅଭିଯୋଗରେ କ୍ଷୀରୋଦ ମଲ୍ଲିକଙ୍କୁ ଗିରଫ କଲା ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ
/sambad/media/post_attachments/wp-content/uploads/2019/10/khirod.jpg)