ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଭରତପୁର ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଜଣେ ଶିକାରୀଙ୍କୁୁ ଗିରଫ କରିଛି । ତାଙ୍କ ପାଖରୁ ଏକ ବନ୍ଧୁକ ଜବତ ହୋଇଛି ।ତେବେ ଶିକାରୀଜଣକଙ୍କ ଦୁଇ ହାତ ପାପୁଲି ପାଖରୁ କଟା ଯାଇଥିଲେ ମଧ୍ୟ ବନ୍ଧୁକ ଚଳାଇ ବନ୍ୟଜନ୍ତୁ ଶିକାର କରିବାରେ ସେ ଓସ୍ତାଦ ବୋଳି ବନ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ମଧ୍ୟ ସମ୍ପୃକ୍ତ ଶିକାରୀଙ୍କ ନାମରେ ଭରତପୁର ଓ ଅନ୍ୟ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ବନ୍ୟଜନ୍ତୁ ଶିକାର କରିବା ଅଭିଯୋଗ ରହିଛି।
ଭୁବନେଶ୍ୱର: ବନ୍ଧୁକ ସହିତ ଶିକାରୀ ଗିରଫ
/sambad/media/post_attachments/wp-content/uploads/2018/01/Hunter_BBSR-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)