ମାଲକାନଗିରି: ବିଜେପି ଯୁବମୋର୍ଚ୍ଚା ନେତାଙ୍କ ତଣ୍ଟିକାଟି ହତ୍ୟାକଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଗୋପାଳପାଟଣା ଥାନା ଅନ୍ତର୍ଗତ ଗୋପାଳପାଟଣା ଥାନା ଠାରୁ ମାଓମାଦୀମାନେ ଛତିଶଗଡ଼ ବିଜେପି ଯୁବମୋର୍ଚ୍ଚାର ପୂର୍ବତନ ସଭାପତି ଜଗଦୀଶ କଣ୍ଡରାଙ୍କ ତଣ୍ଟିକାଟି ହତ୍ୟା କରିଛନ୍ତି। ଥାନାଠାରୁ ମାତ୍ର ୩ଶହ ମିଟର ଦୂରରେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଭିିଆଇଛନ୍ତି। ଆଜି ସକାଳୁ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର