ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌

ଭୁବନେଶ୍ୱର: ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇ ଯାଇଛି। ୫୦ ସେକେଣ୍ଡ ବିଶିଷ୍ଟ ଏହି ଭିଡିଓରେ ଯୁବତୀଙ୍କୁ ସ୍ପଷ୍ଟଭାବେ ଚିହ୍ନି ହେଉଥିଲେ ହେଁ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିବା ଯୁବକ ଜଣଙ୍କ ଏଥିରୁ ନିଜକୁ ଦୂରେଇ ରଖିଛନ୍ତି। ଯୁବକ ଜଣଙ୍କ ଚତୁରତାର ସହ ନିଜର ମୁହଁକୁ ଲୁଚାଇ ଯୁବତୀଙ୍କ ମୁହଁକୁ ଭିଡିଓରେ ଦେଖାଇଛନ୍ତି। ଯୁବତୀ ଜଣଙ୍କ ଜଣେ ଡାକ୍ତରୀ ଛାତ୍ରୀ ବୋଲି କୁହାଯାଉଛି। ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡ଼ିକାଲ୍‌ କଲେଜରେ ଡାକ୍ତରୀ ପାଠ ପଢ଼ୁଥିବା ତାଙ୍କ ଫେସ୍‌ବୁକ୍‌ରେ ଉଲ୍ଲେଖ କରିଛନ୍ତି। ତେବେ ଏହି ଭିଡିଓକୁ କିଏ ଏବଂ କାହିଁକି ଭାଇରାଲ୍‌ କରିଛି ତାହା ସ୍ପଷ୍ଟ ହୋଇନାହିଁ। ସେହିପରି ଯୁବକ ଜଣଙ୍କ ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ କୌଣସି ଥାନାରେ ଅଭିଯୋଗ ହୋଇନାହିଁ କି ପୁଲିସ ନିଜ ପଟୁ କୌଣସି ମାମଲା ରୁଜୁ କରିନାହିଁ।

ସମ୍ବନ୍ଧିତ ଖବର