ଚନ୍ଦ୍ରଶେଖରପୁର: ଘରୋଇ ଇଂଜିନିୟରିଂ ଛାତ୍ରଙ୍କୁ ଦାଦାବଟି ମାଗିବା। ସର୍ବସାଧାରଣ ସ୍ଥାନରେ ଗୁଣ୍ଡାଗର୍ଦି କରିବା ଆଦି ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ପଟିଆ ଅଞ୍ଚଳର ପ୍ରକାଶ ପାତ୍ର ଓରଫ୍ ପପୁ ଚେଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପପୁ ଚେଙ୍ଗ ନାଁରେ ପୂର୍ବରୁ ୧୦ରୁ ଊର୍ଧ୍ୱ ମାମଲା ରହିଛି। ଜଣେ ଅସାମାଜିକ ଯୁବକ ତଥା ଅଭ୍ୟାସଗତ ଅପରାଧୀ ପପୁ ଚେଙ୍ଗ ବିଭିନ୍ନ ସମୟରେ ଦାଦାବଟି ମାଗିବା ସହିତ ମାରପିଟ୍ କରିଥାଏ।
କୁଖ୍ୟାତ ଅପରାଧୀ ପପୁ ଚେଙ୍ଗ ଗିରଫ
/sambad/media/post_attachments/wp-content/uploads/2018/01/arrested-a-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)