ମାଲକାନଗିରି: ବସ୍‌, ସ୍କର୍ପିଓ ପୋଡ଼ିଲେ ନକ୍ସଲ

ମାଲକାନଗିରି: ଛତିଶଗଡ଼ର ସୁକମା ଜିଲ୍ଲା କୋଟା ଥାନା ଅନ୍ତର୍ଗତ ଚିଖଲଗୁଡ଼ି ନିକଟରେ ନକ୍ସଲମାନେ ପୁଣି ଉତ୍ପାତ କରିଛନ୍ତି। ୨୦ରୁ ଊର୍ଧ୍ୱ ନକ୍ସଲ ସଙ୍ଗଠିତ ଭାବେ ଲୋକଙ୍କୁ ମାଡ଼ ମାରି ଗୋଟିଏ ବସ, ସ୍କର୍ପିଓ ଗାଡ଼ି ଓ ବାଇକ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଗତ ୧ ସପ୍ତାହ ମଧ୍ୟରେ ଏହି ପରି ଭାବେ ନକ୍ସଲମାନେ ୩ ଥର ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ପୋଡ଼ି ଦେବା ଘଟଣା ନଜରକୁ ଆସିଛି।

ସମ୍ବନ୍ଧିତ ଖବର