ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ତିନି ମୁଣ୍ଡିଆ ଛକଠାରେ ଜଣେ ଯୁବକକୁ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଦୁର୍ଗା ପ୍ରସାଦ ମହାପାତ୍ର। ପୁଲିସ ସୂଚନା ଅନୁଯାୟୀ ଦୀପକ ମହାପାତ୍ର ନାମକ ଜଣେ ଯୁବକକୁ ଦୁର୍ଗା ମାଡ଼ ମାରିଥିଲା।

ସମ୍ବନ୍ଧିତ ଖବର