ଭୁବନେଶ୍ୱର: ଗାଡ଼ି ଧକ୍କାକୁ ନେଇ ଶନିବାର ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଗାଡ଼ି ଧକ୍କା କରିଦେବାରୁ ଉତ୍ତେଜିତ ସ୍ଥାନୀୟ ଲୋକେ ଅମାନୁଷିକ ଭାବରେ ପିଟିପିଟି ହତ୍ୟା କରିଦେଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଚଳାଇଛି। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଇଛି।
ଗାଡ଼ି ଧକ୍କାକୁ ନେଇ ତୁମୁଳକାଣ୍ଡ, ରାଜଧାନୀରେ ଜଣକୁ ପିଟିପିଟି ହତ୍ୟା
/sambad/media/post_attachments/wp-content/uploads/2018/06/murder-istock_650x400_71470732799.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)