ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

୫୦ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି! ଦମ୍ପତି ସ୍ବୀକାର କଲେ, ତଦନ୍ତ ନିର୍ଦ୍ଦେଶ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ରୁ ଆସିଛି ପିଲାବିକ୍ରି ଅଭିଯୋଗ। ଦଶରଥପୁର ବ୍ଲକ୍‌ ବିହାରୀ ପଞ୍ଚାୟତ ସାଉଣ୍ଡି ଗ୍ରାମର ଗୋଟିଏ ପରିବାର ନିଜର ନବଜାତ ଶିଶୁପୁତ୍ରକୁ ୫୦ ହଜାର ଟଙ୍କାରେ ବିକ୍ରିକରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁଟିକୁ ବିଂଝାରପୁର ବ୍ଲକ୍‌ ଅଳକୁଣ୍ଡ ଥାନା…
ଅଧିକ ଖବର ଦେଖନ୍ତୁ...

କ୍ରାଇମବ୍ରାଞ୍ଚ କବ୍‌ଜାରେ ମୁର୍ଶିଦାବାଦର ମୋଷ୍ଟ ଵାଣ୍ଟେଡ ନିଶା ମାଫିଆ: କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର…

ଭୁବନେଶ୍ବର: ନିଶା କାରବାରର ହବ୍‌ ବୋଲି କୁହାଯାଉଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦରୁ ଆସି ଅନୁଗୁଳରେ ଡିଲ୍‌ କରୁଥିବା ବେଳେ ମୋଷ୍ଟ୍‌ ଵାଣ୍ଟେଡ୍‌ ନିଶାମାଫିଆ ରକିକୁ ମାଡ଼ିବସିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍। ଅନୁଗୁଳରେ ରହୁଥିବା ତା’ର ଜଣେ ସହଯୋଗୀକୁ ମଧ୍ୟ ଏସ୍‌ଟିଏଫ୍‌ କାବୁ କରିଛି।…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ହାଇକୋର୍ଟରେ ରଦ୍ଦ: ଚାକିରି ହରାଇବେ ୨୫ ହଜାର

କୋଲକାତା: ପଶ୍ଚିମବଙ୍ଗରେ ୨୦୧୬ରେ ହୋଇଥିବା ସ୍କୁଲ ଶିକ୍ଷକ ନିଯୁକ୍ତିକୁ ଆଜି କଲିକତା ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ବହୁଚର୍ଚ୍ଚିତ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ମମତା ବାନାର୍ଜୀ ସରକାର ପାଇଁ ବଡ଼ ଧରଣର ଝଟ୍‌କା ହୋଇଛି। ହାଇକୋର୍ଟ ରାୟ ଯୋଗୁଁ ୨୫ ହଜାରରୁ…
ଅଧିକ ଖବର ଦେଖନ୍ତୁ...

ଜାମିନ ପରେ ବି ଜେଲ୍‌ରେ ବନ୍ଦୀ ମାମଲା: ୯ ଦିନରେ ମୁକୁଳିଲେ ୭୫; ତଥାପି ଅଛନ୍ତି ୩୬୯

କଟକ: ଅଦାଲତ ଜାମିନ ମଞ୍ଜୁର କରିବା ସତ୍ବେ ସର୍ତ୍ତପୂରଣ କରି ନ ପାରି ଏବେ ବି ୩୬୯ଜଣ ବିଚାରାଧୀନ ବନ୍ଦୀ ରାଜ୍ୟର ବିଭିନ୍ନ ଜେଲରେ ଅଛନ୍ତି। ଜେଲ ସଂସ୍କାର ସଂପର୍କିତ ମାମଲାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ମାଧବୀ ଲତାଙ୍କୁ ଆଲିଙ୍ଗନ କରି ପୁଲିସ ଏଏସଆଇ ନିଲମ୍ବିତ

ହାଇଦ୍ରାବାଦ୍: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଆଲିଙ୍ଗନ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି। ମାଧବୀ ଲତା ସୟଦାବାଦ ଅଞ୍ଚଳରେ ପ୍ରଚାର କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ମହିଳା ଏଏସଆଇ ପ୍ରଥମେ ତାଙ୍କ ସହ ହାତ ମିଳାଇବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାଁ ଗୁଳିକାଣ୍ଡ ମାମଲା : ସୁରଟର ତାପି ନଦୀରୁ ମିଳିଲା ବନ୍ଧୁକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସକୁ ବଡ଼ ସଫଳତା ମିଳିଛି। ମୁମ୍ବାଇ ପୋଲିସ ସୋମବାର ଗୁଜୁରାଟର ସୁରଟର ତାପି ନଦୀରେ ସର୍ଚ୍ଚ ଅପରେସନ କରି ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡର ବ୍ୟବହୃତ ବନ୍ଧୁକ ଜବତ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କୁ ଘରେ ପଶି ନିସ୍ତୁକ ଚପଲ  ମାଡ଼

ଗ୍ବାଲିୟର: ମଧ୍ୟପ୍ରଦେଶର ଗ୍ୱାଲିଅରରେ ଜଣେ ବିଜେପି ନେତାଙ୍କୁ ତାଙ୍କ ଘରେ ପଶି ନିସ୍ତୁକ ଚପଲ ମାଡ଼ ହୋଇଛି। ପାର୍କିଂକୁ ନେଇ ଏହି ବିବାଦ ହୋଇଛି। ବିଜେପି ନେତା ତାଙ୍କ କାର ହଟାଇ ନ ଥିବାରୁ ତାଙ୍କୁ ଚପଲରେ ପିଟାଯାଇଛି। ଆକ୍ରମଣର ଏହି ସମ୍ପୂର୍ଣ୍ଣ ଘଟଣା ସିସିଟିଭି କ୍ୟାମେରାରେ କଏଦ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସଂସଦରୁ ଚୋରି ହେଲା ୨୦ହଳ ଜୋତା: ଯାଞ୍ଚ କରୁଛି ପୁଲିସ

ନୂଆଦିଲ୍ଲୀ: ବିବାହ ପାଇଁ ବର କନ୍ୟା ଘରେ ପହଞ୍ଚିଯିବା ପରେ ଜୋତା ଚୋରି କରାଯିବାର ଏକ ପରମ୍ପରା ରହିଛି। ଯାହାକି ଖୁବ ମଜା ଲାଗିଥିଲା। କନ୍ୟାଙ୍କ ଭଉଣୀମାନେ ଭିଣୋଇଙ୍କ ଜୋତା ଚୋରି କରିବା ପରେ କିଛି ପାହୁଣା ଦାବି କରିଥାଆନ୍ତି। ଏହି ପାହୁଣା ମିଳିଗଲେ ସେମାନେ ସମ୍ମାନର ସହ ଭିଣୋଇଙ୍କୁ…
ଅଧିକ ଖବର ଦେଖନ୍ତୁ...

ବଞ୍ଚିଛି ଦାଉଦର ନଂ୧ ଶତ୍ରୁ ! ୯ ବର୍ଷ ପରେ ଆସିଲା ନୂଆ ଫଟୋ

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଛୋଟା ରାଜନର ଏକ ନୂଆ ଫଟୋ ସାମନାକୁ ଆସିଛି । ଏଥିରେ ସେ ମାସ୍କ ପିନ୍ଧିଛି ଓ ବେଶ ସୁସ୍ଥ ଦେଖାଯାଉଛି । ଏହି ଫଟୋଟି ଗତ ୯ ବର୍ଷ ମଧ୍ୟରେ ଆସିଥିବା ଛୋଟା ରାଜନର ସବୁଠାରୁ ନୂଆ ଫଟୋ । ଛୋଟା ରାଜନର ଏହି ଫଟୋ ଏମିତି…
ଅଧିକ ଖବର ଦେଖନ୍ତୁ...

୩୦ ସପ୍ତାହ ଗର୍ଭବତୀ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ୩୦ ସପ୍ତାହ ଗର୍ଭବତୀ ନାବାଳିକାଙ୍କୁ ସୋମବାର ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ନାବାଳିକାଙ୍କ ସୁରକ୍ଷାକୁ ଦୃ‌ଷ୍ଟିରେ ରଖି ବମ୍ବେ ହାଇକୋର୍ଟ ତାଙ୍କ ଗର୍ଭପାତ ଆବେଦନକୁ ଖାରଜ କରିଥିଲେ।…
ଅଧିକ ଖବର ଦେଖନ୍ତୁ...