ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମୟୂରଭଞ୍ଜ ଡିଏମ୍‌ଏଫ୍‌ ଟଙ୍କା ହଡ଼ପ: ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ନେଇଗଲେ ୯.୭୬ କୋଟି

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ ୯ କୋଟି ୭୬ ଲକ୍ଷ ଟଙ୍କା ବିଭିନ୍ନ କମ୍ପାନିର ଜମାଖାତାକୁ ପଠାଯାଇଛି। ଥରେ କି ଦୁଇଥର ନୁହେଁ, ବାରିପଦା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ଶାଖାରୁ ଏହିପରି ୪ ଥର ଟଙ୍କା ଟ୍ରାନ୍‌ସଫର୍‌ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଅଢ଼େଇ ବର୍ଷ ପୂର୍ବେ ହୋଇଥିଲା ବିବାହ: ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ହତ୍ୟା କଲା ସ୍ବାମୀ

ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ସ୍ବାମୀ ଅନ୍ତସତ୍ତ୍ବା ସ୍ତ୍ରୀକୁ ଜାଳି ଦେଇଥିବ‌ାର ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,ଅମୃତସର ଜିଲ୍ଲାର ବ୍ୟାସ ପୁଲିସ ଷ୍ଟେସନ ଅଧୀନରେ ଥିବା ବାବା ବକାଲାର ବୁଲେନାଙ୍ଗାଲ ଗାଁରେ ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ଵାଲଙ୍କ ଆବେଦନର ଶୁଣାଣି ସୋମବାର କରିବେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍‌ାଲଙ୍କୁ ଜାରି କରାଯାଇଥିବା ସମନକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି ଦିଲ୍ଲୀ ହାଇକୋର୍ଟ ସୋମବାର କରିବେ। ହାଇକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଗିରଫ

ରାୟପୁର: ଛତିଶଗଡ଼ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅନୀଲ ତୁଟେଜାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଦ ଦୁର୍ନୀତି ମାମଲାରେ ଗିରଫ କରିଛି। ୨୦୦୩ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ ଶନିବାର ରାୟପୁରସ୍ଥିତ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)/ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି)…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ପାକିସ୍ତାନ ନିର୍ମିତ ପିସ୍ତଲ ଓ ଗ୍ରେନେଡ ସହ ଆତଙ୍କବାଦୀ ସହଯୋଗୀ ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଜଣେ ପଞ୍ଜୀକୃତ ଓଭର ଗ୍ରାଉଣ୍ଡ୍‌ ଓ୍ଵାର୍କର (ଓଜିଡବ୍ଲ୍ୟୁ) ନାମକ ଜଣେ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ରବିବାର ତାଙ୍କ ବାସଭବନରୁ ଗିରଫ କରାଯାଇଛି। ତା’ ନିକଟରୁ ସୁରକ୍ଷା ବାହିନୀ କର୍ତ୍ତୃପକ୍ଷ ଗୋଟିଏ ପାକିସ୍ତାନୀ ପିସ୍ତଲ ଓ ୨ଟି ଚାଇନିଜ୍‌…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା

ହାଇଦ୍ରାବାଦ: ସପ୍ତାହେ ପୂର୍ବରୁ ଅର୍ଥାତ ଏପ୍ରିଲ ୧୪ ତାରିଖରେ ସଲମାନ ଖାନଙ୍କ ମୁମ୍ବାଇସ୍ଥିତ ବାନ୍ଦ୍ରା ଅଞ୍ଚଳର ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଦୁଇଜଣ ଅଜ୍ଞାତ ଯୁବକ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥି‌ଲେ। ତୁରନ୍ତ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  …
ଅଧିକ ଖବର ଦେଖନ୍ତୁ...

ଟିଭି ଚ୍ୟାନେଲ ବିତର୍କ ବେଳେ ବିଜେପି ନେତାଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଟିକମଗଡ଼ରେ ଏକ ଜାତୀୟ ନ୍ୟୁଜ୍‌ ଚ୍ୟାନେଲ୍‌ ପକ୍ଷରୁ ଆୟୋଜିତ ନିର୍ବାଚନୀ ବିତର୍କ ବେଳେ ଦୁଇ ଜଣ ବ୍ୟକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ସ୍ଥାନୀୟ ନେତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ବିତର୍କ ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସ୍ବାମୀଙ୍କ ଅଭିଯୋଗ ପରେ ଗିରଫ ଭୟରେ ରାକ୍ଷୀ

ନୂଆଦିଲ୍ଲୀ: ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ପୁଣିଥରେ ବିବାଦକୁ ଆସିଛନ୍ତି। ରାକ୍ଷୀଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନି ପୂର୍ବତନ ସ୍ତ୍ରୀଙ୍କ ବିରୋଧରେ ନିଜର ଅଶ୍ଳୀଳ ଭିଡିଓ ଲିକ କରିବା ଘଟଣାକୁ ନେଇ ମାମଲା ରୁଜୁ କରିଛନ୍ତି। ଏଭଳି ମାମଲା ରୁଜୁ ହେବାପରେ ରାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ମାରିଦେଲା ସ୍ବାମୀ

ଝାରସୁଗୁଡ଼ା: ସୀମା ଟପିଲା ବର୍ବରତା। ପାରିବାରିକ କଳହକୁ ନେଇ ଝଗଡ଼ା ପରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ଜୀଅନ୍ତା ପୋଡ଼ିଦେଲା ସ୍ବାମୀ। ଝାରସୁଗୁଡ଼ା ଥାନା ଅନ୍ତର୍ଗତ ମହୁଲପଡ଼ା-ଚିଠୁଆପଡ଼ାରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ଏହି ଘଟଣାରେ ସସ୍ମିତା ଓରାମ(୧୯)ଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ…
ଅଧିକ ଖବର ଦେଖନ୍ତୁ...

ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା

ବାଲିଗୁଡ଼ା: ବିଳମ୍ବିତ ରାତିରେ ବାଲିଗୁଡ଼ା ଆଣ୍ଟ ସାହିରେ ଘଟିଛି ଏକ ଅଘଟଣ। ଜମିଜମା ବିବାଦକୁ ନେଇ ମାମୁକୁ ହାଣିଲା ଭଣଜା। ଏଣେ ମାମୁଙ୍କ ପକ୍ଷରୁ ପ୍ରତିଆକ୍ରମଣରେ ମଧ୍ୟ ଭଣଜା ସମେତ ମାମୁର ଦୁଇ ପୁଅ ଓ ଭଣଜାର ସ୍ତ୍ରୀ ଓ ପିଲାଙ୍କ ସମେତ ୭ଜଣ ମଧ୍ୟ ଆକ୍ରମଣ ଶିକାର ହୋଇଛନ୍ତି। ସମସ୍ତଙ୍କୁ…
ଅଧିକ ଖବର ଦେଖନ୍ତୁ...