ଭୋପାଳ : ମଧ୍ୟପ୍ରଦେଶରେ ମନ୍ଦସୁର ଗଣଦୁଷ୍କର୍ମ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ଆଜି ପୁଣି ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଖାରଗୋନ୍ ଜିଲ୍ଲାର ଜଣେ ମହିଳାଙ୍କୁ ଚାକିରି ଦେବାର ଲୋଭ ଦେଖାଇ ୪ଜଣ ଦୁର୍ବୃତ୍ତ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ପୀଡ଼ିତାଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବାପରେ ସେମାନେ ସ୍ଥାନ ଛାଡ଼ି ପଳାଇଥିଲେ। ତେବେ ପୀଡ଼ିତା ଜଣଙ୍କ ପରେ ବହୁ କଷ୍ଟରେ ପୁଲିସ ଷ୍ଟେସନ୍ରେ ପହଞ୍ଚି ପୁଲିସରେ ଏତଲାଦେଇଥିଲେ। ଅଭିଯୋଗକ୍ରମେ ପୁଲିସ ୨ଜଣଙ୍କୁ ଗିରଫ କରିଛି।
ମଧ୍ୟପ୍ରଦେଶରେ ପୁଣି ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2018/07/Gang-Rape-320x180.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)