୧୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଓ ୧୫ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: କନ୍ଦରପୁର ଅଞ୍ଚଳରୁ ଗୁରୁବାର ବିପୁଳ ପରିମାଣରେ ବ୍ରାଉନସୁଗର ଜବତ ହୋଇଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କମିସନରେଟ ପୁଲିସର କ୍ୱିକ୍‌ ଆକ୍ସନ ଟିମ୍‌ ଅତର୍କିତ ଭାବରେ ଚଢ଼ାଉ କରି ୧୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଓ ୧୫ କିଲୋ ଗଞ୍ଜେଇ ଜବତ କରିଛି। ପୁଲିସ ଗୋଟିଏ କାର, ଗୋଟିଏ ବାଇକ୍‌ ଓ ଗୋଟିଏ ମୋବାଇଲ ମଧ୍ୟ ଜବତ କରିଛି।

ସମ୍ବନ୍ଧିତ ଖବର