କଟକ: ଜମି ଦେବା ନାଁରେ ଠକେଇ ଅଭିଯୋଗ, ୨ ଅଭିଯୁକ୍ତଙ୍କୁ ସାତ ବର୍ଷ ଜେଲଦଣ୍ଡ

କଟକ: ଜମି ଦେବା ନାଁରେ କଟକରେ ଠକେଇ ଅଭିଯୋଗ ହୋଇଛି। ରିପୋର୍ଟ ଅନୁସାରେ ତ୍ରିପୁରୀ ଏଣ୍ଟରପ୍ରାଇଜର୍ସ ବିରୋଧରେ ଅଭିଯୋଗ ହୋଇଛି। ସଂସ୍ଥାର ମାଲିକ ଶିବଦତ୍ତ ନାୟକ ଏବଂ ଆନନ୍ଦ ସାହୁଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡ ହୋଇଥିବା ବେଳେ ସେମାନଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ହୋଇଛି।

ସମ୍ବନ୍ଧିତ ଖବର