ରାମପୁର: ନିକାହ୍ ହଲାଲା ନାଁରେ ସ୍ୱାମୀଙ୍କ ସମେତ ୪ ଜଣଙ୍କ ଦ୍ୱାରା ଗଣ ଦୁଷ୍କର୍ମର ସରବ୍ୟ ହୋଇଥିବା କଥା ଉତ୍ତର ପ୍ରଦେଶ ଅନ୍ତର୍ଗତ ରାମପୁର ଜିଲ୍ଲାର ଜଣେ ମହିଳା ଅଭିଯୋଗ କରି ଛନ୍ତି।
ମହିଳାଙ୍କ ଅଭିଯୋଗ ଯେ ସ୍ୱାମୀ ତାଙ୍କୁ ତିନି ତଲାକ ଦେବା ପରେ ତିନି ମାସ ହେବ ସେ ଅନ୍ୟ ଜଣକୁ ବିଭା ହୋଇ ଥିଲେ।
ପୀଡ଼ିତା ଆହୁରି ଅଭିଯୋଗ କରିଛନ୍ତି ଯେ ତିନି ମାସ ହେବ ସେ ଯାହାକୁ ବାହା ହୋଇଛନ୍ତି ପରେ ସେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି।
ମହିଳା ଜଣକ କହନ୍ତି: ସ୍ୱାମୀ ମତେ ତିନି ତଲାକ ଦେବା ପରେ ତିନି ମାସ ହେବ ମୁଁ ଅନ୍ୟତ୍ର ବାହା ହୋଇ ଥିଲି କିନ୍ତୁ, ପରେ ସେ ଲୋକଟି ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ବାହା ହୋଇ ଛନ୍ତି।
ଏ ମାମଲାରେ ସମ୍ପୃକ୍ତ ୯ ଜଣଙ୍କ ବିରୋଧରେ ରାମପୁର ପୁଲିସ ଏକ ମାମଲା ରୁଜୁ କରିଛି।