ନ୍ୟାୟ ପାଇଁ ଡିସିପିଙ୍କୁ ଭେଟିବେ ମହିଳା

ସ୍ୱାମୀଙ୍କ ବିରୋଧରେ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଘଟଣା

ପୁରୁଣା ଭୁବନେଶ୍ୱର : ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ ପାଇବାକୁ ନିର୍ଦେଶକଙ୍କ ସହ ରାତି କଟାଇବାକୁ ମହିଳାଙ୍କ ଉପରେ ଚାପ ପକାଉଥିବା ସ୍ୱାମୀ ଚନ୍ଦନ କରଙ୍କ ନାମରେ ୩ଦିନ ତଳେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା। କିନ୍ତୁ ଏହି ଘଟଣାରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୋଗକାରୀ ମହିଳାଜଣକ ଏନେଇ ଡିସିପିଙ୍କୁ ଭେଟିବେ ବୋଲି କହିଛନ୍ତି। ମହିଳାଙ୍କ ଆଇନଜୀବୀ ତପନ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର