ପଳାସୁଣି : ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫ

ଭୁବନେଶ୍ୱର : ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ପଳାସୁଣି ଗଙ୍ଗୁଆ ବସ୍ତିର ସନା ସେଠୀକୁ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଘରେ କେହି ନଥିବା ବେଳେ ନାବାଳିକାକୁ ସେ ନିଜ ଘରକୁ ଡାକି ଦୁଷ୍କର୍ମ ଉଦ୍ୟମ କରିଥିଲା। ନାବାଳିକା ଚିତ୍କାର କରିବାରୁ ସନା ଘଟଣାସ୍ଥଳରୁ ଚାଲି ଯାଇଥିଲା। ପୁଲିସ ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର