Monthly Archives

February 2018

ଜଗା-ବଳିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ନେଇ ଏମସ୍‌କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆଙ୍କୁ  ଅଲଗା କରାଯିବା ପରେ ଏବେ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତର ନିଷ୍ପତ୍ତି ନେଇ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି) ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ଦୁବାଇ ଯିବା ପୂର୍ବରୁ ଶ୍ରୀଦେବୀ ଅସୁସ୍ଥ ଥିଲେ ବୋଲି କହିଲେ ତାଙ୍କ ପିଲାଦିନର ସାଥୀ

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ବୁଧବାର ଅପରାହ୍ନରେ ଶେଷ ହେବ। ଶ୍ରୀଦେବୀଙ୍କୁ ଶେଷ ଥର ଦେଖିବା ପାଇଁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଛି । ୨୦୦ ପୁଲିସ୍‌ କର୍ମଚାରୀ ପୂରା ସତର୍କତାର ସହ ସେଲିବ୍ରେସନ୍‌ କ୍ଲବ୍‌ ସମ୍ମୁଖରେ ଜଗି…
ଅଧିକ ଖବର ଦେଖନ୍ତୁ...

୬ବର୍ଷ ହେବ ଫେରାର ଥିବା କଏଦୀ ଆଧାରକାର୍ଡ ଜରିଆରେ ଧରାପଡ଼ିଲା

ବୁଲନ୍ଦସହର: ଉତ୍ତରପ୍ରଦେଶର ବୁଲନ୍ଦସହରରେ ୬ବର୍ଷ ହେବ ଫେରାର ଥିବା କଏଦୀ ଆଧାର କାର୍ଡ ଜରିଆରେ ଧରାପଡ଼ିଛି। ଗିରଫ କରାଯାଇଥିବା ହତ୍ୟାକାରୀ ମୁମ୍ବାଇରେ ତାର ସାଙ୍ଗକୁ ହତ୍ୟା କରିଥିବାର ମାମଲାରେ ଆଜୀବନ ଜେଲଦଣ୍ଡ ହୋଇଥିଲା। କିନ୍ତୁ କୌଶଳ କ୍ରମେ ଫେରାର ହୋଇଯାଇଥିବା ହତ୍ୟାକାରୀକୁ ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ନୋକିଆ ଆଣୁଛି ୫ଟି ନୂଆ ମଡେଲ୍‌, ଫେରିବ ସ୍ଲାଇଡର ଫୋନ

ବାର୍ସିଲୋନା : ସ୍ପେନ୍‌ର ବାର୍ସିଲୋନାଠାରେ ଚାଲିଥିବା ୱାର୍ଲଡ୍‌ ମୋବାଇଲ୍‌ କଂଗ୍ରେସରେ ନୋକିଆ ବ୍ରାଣ୍ଡ୍‌ ନାମରେ ଫୋନ୍‌ ବିକ୍ରି କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ନୋକିଆର ୫ଟି ନୂଆ ମଡେଲ୍‌କୁ ଉନ୍ମୋଚନ କରାଯାଇଛି। କମ୍ପାନୀ ଏହାର ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ଶୃଙ୍ଖଳାରେ ୪ଟି…
ଅଧିକ ଖବର ଦେଖନ୍ତୁ...

ବିଜେଡି ଜିଣିଲା ବିଜେପୁର : ରୀତା ସାହୁ ୪୧,୯୩୩ ଭୋଟରେ ଅଶୋକ ପାଣିଗ୍ରାହୀଙ୍କୁ ହରାଇଲେ

ଭୁବନେଶ୍ୱର: ବିଜେପୁର ବିଧାନସଭା ଆସନ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରିବା ସହିତ ବିଜେପୁରର ନୂତନ ବିଧାୟିକା  ନିର୍ବାଚିତ ହୋଇଛନ୍ତି। ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍‌ ପାଇଥିବା…
ଅଧିକ ଖବର ଦେଖନ୍ତୁ...

ମୁହଁ ଓ ଥୋଡ଼ିରେ ଚର୍ବି ବଢ଼ିଯାଇ ମୋଟା ଦେଖା ଯାଉଛନ୍ତି କି? କିଛି ସାଧାରଣ ବ୍ୟାୟାମ ଦ୍ୱାରା ପୁଣି ମୁହଁକୁ ସୁନ୍ଦର…

ଓଜନ ବଢିବା ସହ ମୁହଁରେ ମଧ୍ୟ ଫ୍ୟାଟ୍‌ ଜମା ହୁଏ ଓ ଧୀରେ ଧୀରେ ମୁହଁ ବଡ଼ ଦେଖା ଯାଇଥାଏ। ଏମିତିରେ ଆପଣଙ୍କ ବୟସ ମଧ୍ୟ ଅଧିକ ଲାଗିଥାଏ। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ବିଭିନ୍ନ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି ପୁଣି ପୂର୍ବପରି ଚେହେରାର ସୌନ୍ଦର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପ୍ରତିରୋଧ ଉଦ୍ୟମ କରିବାରୁ ମହିଳାଙ୍କ ଶିଶୁକନ୍ୟାକୁ କାଟି ପକାଇଲା ଜଣେ କେରଳୀ ଲୋକ

ନୂଆଦିଲ୍ଲୀ: କେରଳର ମଲପ୍ପୁରମ୍‌ ଜିଲ୍ଲାର ମଞ୍ଜେରିରେ ଦୁଷ୍କର୍ମ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତି ତାଙ୍କ ଶିଶୁ କନ୍ୟାର ଗୋଡ଼ କାଟି ପକାଇଛି। ଦୁଷ୍କର୍ମ ଉଦ୍ୟମକାରୀ ବ୍ୟକ୍ତି ଆୟୁବ୍‌ ଜଣେ ଅଭ୍ୟାସଗତ ଅପରାଧୀ। ସେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କର ତାଙ୍କ ସଉତୁଣୀ ଏବଂ ସାବତ ପିଲାଙ୍କ ସହ ପଟୁନଥିଲା? ଜାଣନ୍ତୁ ସତ

ମୁମ୍ବାଇ: ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହୁଏ ଅଭିନେତ୍ରୀ ଶ୍ରୀଦେବୀଙ୍କର ତାଙ୍କ ସଉତୁଣି ଏବଂ ସଉତୁଣୀଙ୍କ ପିଲାମାନଙ୍କ ସହ ଭଲ ପଟୁନଥିଲା। ସେ ଦୁଇ ପରିବାରଙ୍କ ମଧ୍ୟରେ ବିରାଟ ପାଚେରୀ ରହିଥିଲା। ବୋନି କପୁର୍‌ଙ୍କ ପ୍ରଥମ ପତ୍ନୀଙ୍କ ଗୋଟାଏ ପୁଅ ଓ ଗୋଟାଏ ଝିଅ ରହିଥିବା ବେଳେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ କରିବ ଭୋଡାଫୋନ୍‌

ପ୍ରଥମ ଘରୋଇ ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ଆୟୋଜିତ ଚନ୍ଦ୍ର ଅଭିଯାନରେ ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ଚନ୍ଦ୍ରରେ ମୋବାଇଲ୍‌ ନେଟ୍‌ଓ୍ଵାର୍କ ସ୍ଥାପିତ ହେବାକୁ ଯାଉଛି। ଭୋଡାଫୋନ୍‌ ଜର୍ମାନି, ନେଟଓ୍ଵାର୍କ ଉପକରଣ ନିର୍ମାତା ନୋକିଆ ଏବଂ କାର୍‌ ନିର୍ମାତା ଅଡି ମଙ୍ଗଳବାର ଦିନ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର, ସେଲିବ୍ରେସନ୍‌ କ୍ଲବ୍‌ରେ ପହଞ୍ଚିଲା…

ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ଆଜି ଅପରାହ୍ନରେ ଶେଷ ହେବ। ଶ୍ରୀଦେବୀଙ୍କୁ ଶେଷ ଥର ଦେଖିବା ପାଇଁ ମୁମ୍ବାଇ ସେଲିବ୍ରେସନ୍‌ କ୍ଲବରେ ହଜାର ହଜାର ଲୋକଙ୍କ  ଭିଡ଼ ଲାଗିଛି । ଏମାନଙ୍କ ମଧ୍ୟରେ ରହିଛନ୍ତି ବହୁ ବଡ଼ ବଡ଼ ବଲିଉଡ୍‌ ତାରକା। ୨୦୦ ପୁଲିସ୍‌ କର୍ମଚାରୀ ପୂରା…
ଅଧିକ ଖବର ଦେଖନ୍ତୁ...