Monthly Archives

April 2019

ଫୋନି ସାଇକ୍ଲୋନ ମୁକାବିଲା, ଓଡ଼ିଶା ପାଇଁ ଏନଡିଆରଏଫର ୨୮ଟି ଟିମ ପ୍ରସ୍ତୁତ

ନୂଆଦିଲ୍ଲୀ : ଅତି ଭୀଷଣ ସାମୁଦ୍ରିକ ମହାବାତ୍ୟା ଫୋନିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ମୋଟ ୪୧ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ଏହା ମଧ୍ୟରୁ ଓଡ଼ିଶା ପାଇଁ ସର୍ବାଧିକ ୨୮ଟି ଟିମ ପ୍ରସ୍ତୁତ ରଖାଯାଇଛି । ଓଡ଼ିଶାରେ ହିଁ ଏହି ମହାବାତ୍ୟା ଲାଣ୍ଡଫଲ କରିବାର…
ଅଧିକ ଖବର ଦେଖନ୍ତୁ...

ଏଥର ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରୁ ହୋଇପାରେ ବାଲାଟ୍‌ ପେପର୍‌ରେ ଭୋଟ୍‌!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ ବାରାଣାସୀରେ ଦିନକୁ ଦିନ ରୋଚକ ହେଉଛି ରାଜନୀତି। ବାରାଣାସୀ ଆସନ ପାଇଁ ଗତକାଲି ଅର୍ଥାତ ଏପ୍ରିଲ ୨୯ ତାରିଖ ପ୍ରାର୍ଥୀ ପତ୍ର ଦାଖଲର ଥିଲା ଶେଷ ଦିନ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ଆସନ ପାଇଁ ଏଥର ୧୦୨ ଜଣ ପ୍ରାର୍ଥୀ ନାମାଙ୍କନ…
ଅଧିକ ଖବର ଦେଖନ୍ତୁ...

ଶାସକ ବିଜେଡି ରିଗିଂ ଏବଂ କ୍ୟାପଚରିଂ କରିଥିବା ୬୪ଟି ବୁଥ୍‌ରେ ସାନି ମତଦାନ କରାଯାଉ: ବିଜେପି

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ସରିଯାଇଥିବା ବେଳେ ରାଜ୍ୟରେ ବିଜେଡି ବିରୋଧରେ ସାଧାରଣ ଲୋକେ ମତଦାନ ଦେଇଛନ୍ତି ଏକଥା ସ୍ପଷ୍ଟ ହୋଇସାରିଛି। କ୍ଷମତା ଚାଲିଯିବା ଭୟରେ ଭୟଭୀତ ହୋଇଥିବା ବିଜେଡି ଦଳର ନେତା ଓ କାର୍ଯ୍ୟକର୍ତାମାନେ ରକ୍ତମୁଖା ସାଜି ସାରା ଓଡିଶାରେ ହିଂସାତ୍ମକ ଆଚରଣ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ଟସ୍‌ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି, ବେଙ୍ଗାଲୁରୁରେ ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୧୨ର ୪୯ତମ ମ୍ୟାଚ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ରାଜସ୍ଥାନ ରୟାଲସ୍‌ ମଧ୍ୟରେ ମୁକାବିଲା ହେଉଛି। ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ରାଜସ୍ଥାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଘରୋଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ମାମଲାରେ ଲାଭ ମିଳିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ସୁରେଶ୍ବରୀ। ବୃଷ: କୌଣସି ପୁରୁଣା ସମସ୍ୟା ସାମନାକୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲାରେ ଗୋଟିଏ ବି ବୁଥ୍‌ରେ ୱେବ କାଷ୍ଟିଙ୍ଗ କ୍ୟାମେରା ନ ଲାଗିବାରୁ ଜିଲ୍ଲାପାଳଙ୍କ ନିଲମ୍ବନ ଦାବି କଲା…

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକାରୀ କରିବା ନେଇ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗୁରୁତର ଅଭିଯୋଗ ଅଣାଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଟିକିନିକି ତଦାରଖ କରବା ପାଇଁ ତଥା ବୁଥ୍‌ ରିଗିଂ…
ଅଧିକ ଖବର ଦେଖନ୍ତୁ...

ଫୋନି ବାତ୍ୟା ସମୟରେ ରୋଷେଇ ଗ୍ୟାସ, ପେଟ୍ରୋଲ-ଡିଜେଲ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ତେଲକମ୍ପାନିଙ୍କ ପଦକ୍ଷେପ

ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ମହାବାତା ଫୋନି ଓଡ଼ିଶା ଆଡକୁ ମାଡିଆସୁଥିବାରୁ ତାହାର ମୁକାବିଲା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଲୋକମାନଙ୍କୁ ଯେପରି ଜରୁରୀ ସାମଗ୍ରୀ ମିଳିପାରିବ ସେ ଉପରେ ଗୁରୁତ୍ବ ଦିଆଯାଉଛି । ଏହି ବିପର୍ଯ୍ୟୟ ସମୟରେ ଯେପରି ପେଟ୍ରୋଲ, ଡିଜେଲ,…
ଅଧିକ ଖବର ଦେଖନ୍ତୁ...

ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ନିଷେଧାଦେଶ ଲଗାଇଲେ ନିର୍ବାଚନ କମିସନ

ଲକ୍ଷ୍ନୌ: ପ୍ରଚାର କାଳରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପ୍ରଦାନ କରି ଆଉ ଥରେ ହରଡ଼ଗଣାରେ ପଡ଼ିଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ। ନିର୍ବାଚନ ପ୍ରଚାର କାଳରେ ଭୋଟରମାନଙ୍କୁ ଦଳ ସପକ୍ଷରେ ଆକୃଷ୍ଟ କରାଇବା ଉଦ୍ଦେଶ୍ୟରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌…
ଅଧିକ ଖବର ଦେଖନ୍ତୁ...

ଭାଇ ରାହୁଲଙ୍କ ନାଗରିକତ୍ୱ ବିବାଦକୁ ନେଇ ପ୍ରିୟଙ୍କା କହିଲେ ‘କ୍ୟାୟ ବକ୍‌ବାସ୍‌ ହୈ’

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଗାନ୍ଧୀ ପରିବାରକୁ ପଠାଯାଇଥିବା ନୋଟିସ୍‌ ସଂପର୍କରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କା ତାଙ୍କର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ‘କ୍ୟାୟ ବକ୍‌ବାସ୍‌ ହୈ(କି ଫାଲ୍‌ତୁ କଥା)’ । ଏକଥା…
ଅଧିକ ଖବର ଦେଖନ୍ତୁ...

ଫୋନି ମୁକାବିଲା : ପୁଣି ଥରେ ଜରୁରୀ ବୈଠକ ଡାକିଲେ କ୍ୟାବିନେଟ ସଚିବ, ଓଡ଼ିଶା ମାଗିଲା ୨ଟି ହେଲିକାପ୍ଟର

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫୋନି ଉପରେ ତୀକ୍ଷଣ ନଜର ରଖିଛନ୍ତି କେନ୍ଦ୍ର ସରକାର । କିଛି ସମୟପୂର୍ବେ ପୁଣି ଥରେ କେନ୍ଦ୍ର କ୍ୟାବିନେଟ ସଚିବ ପି.କେ.ସିହ୍ନା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ଆଉ ଏକ ଜରୁରୀ ବୈଠକ ଡାକି ବାତ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...