Daily Archives

May 16, 2019

ଫିଲ୍ମ ‘କବୀର ସିଂହ’ରେ କେତୋଟି ଚୁମ୍ବନ ଦୃଶ୍ୟ ରହିଛି ବୋଲି କିଆରାଙ୍କୁ ଜଣେ ସାମ୍ବାଦିକ ବାରମ୍ବାର ପଚାରିବାରୁ…

ମୁମ୍ବାଇ : କିଛି ଦିନ ତଳେ ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର ସିଂହ’ର ଟ୍ରେଲରକୁ ରିଲିଜ୍‌ କରାଯାଇଥିଲା । ଏହି ଫିଲ୍ମରେ ଅଭିନେତା ଶାହିଦ୍‌ କପୁର ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଫିଲ୍ମର ଟ୍ରେଲର ଦେଖି ଏହା ଏକ ବ୍ଲକ୍‌ବଷ୍ଟର ଫିଲ୍ମ ବୋଲି ଲୋକେ କହିବା…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ପୁଣି ଟାର୍ଗେଟ କଲେ ସିଦ୍ଧୁ : ଆସିଥିଲେ ଗଙ୍ଗା ମାତାର ପୁଅ ହୋଇ, ଯିବେ ରାଫେଲର ଏଜେଣ୍ଟ ହୋଇ…

ନୂଆଦିଲ୍ଲୀ : କିଛି ଦିନ ତଳେ କଂଗ୍ରେସର ଷ୍ଟାର ପ୍ରଚାରକ ନବ୍‌ଜୋତ ସିଂହ ସିଦ୍ଧୁଙ୍କ ଗଳା ଖରାପ ଥିବା ନେଇ ଖବର ମିଳିଥିଲା । ପ୍ରଚାର କରି କରି ତାଙ୍କ ଗଳା ଖରାପ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପରଦିନ ତାଙ୍କ ପତ୍ନୀ, କଂଗ୍ରେସ ସିଦ୍ଧୁକୁ ପ୍ରଚାର ପାଇଁ ଡ଼ାକୁ ନାହିଁ ବୋଲି କହି…
ଅଧିକ ଖବର ଦେଖନ୍ତୁ...

ଗଂଜାମ: ଜଳଖିଆ ଦୋକାନ ଉପରକୁ ବୋମାମାଡ଼, ଜଣେ ଗୁରୁତର

ଭଂଜନଗର: ଗଂଜାମ ଜିଲ୍ଲାର ଭଂଜନଗର ଥାନା ଅଂଚଳରେ ଗୁରୁବାର ସନ୍ଧ୍ୟାରେ ଏକ ଜଳଖିଆ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ବଡ଼କୋଦଣ୍ଡର ଏକ ଜଳଖିଆ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ ବୋମାମାଡ଼ କରିଥିଲେ। ଫଳରେ ଦୋକାନରେ କାମ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅଲଓ୍ଵରରେ ଗଣଦୁଷ୍କର୍ମର ପୀଡ଼ିତାଙ୍କୁ ଭେଟିଲେ ରାହୁଲ ଗାନ୍ଧୀ; ଏହା ମୋ ପାଇଁ ଏହା ରାଜନୈତିକ ବିଷୟ ନୁହେଁ ବୋଲି କହିଲେ

ଅଲଓ୍ଵର : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗୁରୁବାର ଅଲଓ୍ଵରରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ମହିଳାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ଦେଖା ହେବା ପରେ ଏହି ଘଟଣା ମୋ ପାଇଁ ରାଜନୈତିକ ବିଷୟ ନୁହେଁ, ବରଂ ଏହା ମୋ ପାଇଁ ଭାବନାତ୍ମକ ବିଷୟ । ପୀଡ଼ିତାଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି…
ଅଧିକ ଖବର ଦେଖନ୍ତୁ...

କମଲ ହାସନଙ୍କ ପରେ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହି ବିବାଦରେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ : କିଛି ଦିନ ତଳେ କମଲ ହାସନଙ୍କ ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତାଙ୍କର ଏଭଳି ବୟାନକୁ ନେଇ ଅନେକ ନେତା ଅଭିନେତା ତାଙ୍କୁ ଜବାବ ଦେଇ ସାରିଥିବା ବେଳେ ଏବେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନ ଆଉ ଏକ ବିବାଦ ଆରମ୍ଭ କରି ଦେଇଛି । ମଧ୍ୟପ୍ରଦେଶର ଭୋପାଳରୁ…
ଅଧିକ ଖବର ଦେଖନ୍ତୁ...

ଭାଷଣ ଦେବା ସମୟରେ ନିଜ ମୁଖ୍ୟମନ୍ତ୍ରୀମାନଙ୍କ ନାଁ ଭୁଲିଗଲେ ରାହୁଲ ଗାନ୍ଧୀ, ଭିଡିଓ ଭାଇରାଲ ହେବା ପରେ ହେଲେ ଟ୍ରୋଲ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସବୁବେଳେ ନିଜର ଭୁଲ ପାଇଁ ଟ୍ରୋଲ ହୋଇଥାନ୍ତି । ଏବେ ପୁଣି ଥରେ ସେ ନିଜ ଦଳର ମୁଖ୍ୟମନ୍ତ୍ରୀଙ୍କ ନାଁ ଭୁଲିଯିବାରୁ ଟ୍ରୋଲିଂର ଶିକାର ହୋଇଥିବା ଦେଖା ଯାଇଛି । ଭାଇରାଲ ହୋଇଥିବା ଭିଡିଓରେ, ରାହୁଲ ଗାନ୍ଧୀ ନିମଚକୁ ନିର୍ବାଚନୀ ରାଲିରେ ଯୋଗ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାସାଗରଙ୍କ ମୂର୍ତ୍ତି ତୃଣମୂଳ କଂଗ୍ରେସ ଗୁଣ୍ଡାମାନେ ଭାଙ୍ଗିଛନ୍ତି, ମୋଦୀଙ୍କ ଏଭଳି ବୟାନକୁ ନେଇ ମମତା କହିଲେ;…

କୋଲକାତା : ୨୦୧୯ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ମେ’ ୧୯ରେ ହେବାକୁ ଥିବା ବେଳେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଛି । ମଙ୍ଗଳବାର କୋଲକାତାରେ ଅମିତ ଶାହାଙ୍କ ରୋଡ୍‌ ସୋ’ରେ ହୋଇଥିବା ହିଂସାକାଣ୍ଡ ପାଇଁ ଏବେ କୋଲକାତାର ମାହୋଲ ଗରମ ରହିଛି । ଏହି  ହିଂସାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଏନଡିଆରଏଫରେ ଥିବା ନିୟମାବଳୀକୁ କୋହଳ ପାଇଁ ଅନୁରୋଧ କରିଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ଉପକୂଳ ଓଡ଼ିଶାର ବିଦ୍ୟୁତ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବୋଫର୍ସ ଲାଞ୍ଚ କାରବାର ନେଇ ତଦନ୍ତ ଜାରି ରଖିବ ସିବିଆଇ

ନୂଆଦିଲ୍ଲୀ: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ବୋଫର୍ସ ମାମଲାରେ ‘ୟୁ ଟର୍ଣ୍ଣ’ ନେଇଛି ସିବିଆଇ। ବୋଫର୍ସ ଦୁର୍ନୀତିର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦିଲ୍ଲୀର ଏକ ଅଦାଲତରେ କରିଥିବା ଏକ ଆବେଦନକୁ ନିଜ ତରଫରୁ ଆଜି ପ୍ରତ୍ୟାହାର କରିନେବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ପୁରୁଣା ବିବାଦ ରଫା ହୋଇଯିବ। ଚାକିରି ତଲାସରେ ବ୍ୟକ୍ତି ବିଶେଷଙ୍କୁ ଶୁଭ ଖବର ମିଳିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ବୃଷ: ଆଜି ଆପଣ କିଛି ଖାସ୍‌ କରିବା ଲାଗି ଭଲ ରହିବ। ଅଚାନକ…
ଅଧିକ ଖବର ଦେଖନ୍ତୁ...