Daily Archives

May 18, 2019

ଜୁଲାଇ ୧ରେ ପୁଣି ଥରେ ଉଡ଼ାଣ ଭରି ପାରେ ଜେଟ୍‌

ନୂଆଦିଲ୍ଲୀ : ବ୍ୟାଙ୍କର ଋଣ ଶୁଝି ନ ପାରି କିଛି ଦିନ ତଳେ ଅସ୍ଥାୟୀ ଭାବେ ବନ୍ଦ ହୋଇ ଯାଇଥିଲା ଜେଟ୍‌ ଏୟାରେଓ୍ଵଜ୍‌ । କମ୍ପାନୀ ବନ୍ଦ .ହେବା ପରେ ଏହାର କର୍ମଚାରୀ ବେରୋଜଗାର ହେବା ସହ କିଛି କର୍ମଚାରୀଙ୍କୁ ଅନ୍ୟ ଏୟାରଲାଇନ୍ସମାନେ ନିଯୁକ୍ତି ଦେଇଥିଲେ । ତେବେ ବନ୍ଦ ହେବାର କିଛି ଦିନ ପରେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧ ଟି ସଂସ୍ଥା ପକ୍ଷରୁ ୨୭ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନଉଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି । ଆଜି ଏସାର ଷ୍ଟିଲ୍‌ ପକ୍ଷରୁ ୧୦ ଲକ୍ଷ, ଏସପ୍ଳାନେଟ ପକ୍ଷରୁ ଶ୍ୟାମା ଝା ଓ ପର୍ଥପ୍ରତିମ ନାୟକ ୧୧ ଲକ୍ଷ, ବାଙ୍ଗାଲୋରର…
ଅଧିକ ଖବର ଦେଖନ୍ତୁ...

ଗଡ଼ସେ ଗାନ୍ଧୀଙ୍କ ଶରୀରକୁ ହତ୍ୟା କରିଥିଲେ କିନ୍ତୁ ପ୍ରଜ୍ଞା ଗାନ୍ଧୀଙ୍କ ଆତ୍ମାକୁ ହତ୍ୟା କରିଛନ୍ତି : କୈଲାଶ…

ନୂଆଦିଲ୍ଲୀ : ଭୋପାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ପ୍ରାଜ୍ଞା ସିଂହ ଠାକୁରଙ୍କ ନଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହିବା ବୟାନକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ନିଜ ବୟାନକୁ ନେଇ ସେ କ୍ଷମା ମାଗି ନେଇଥିଲେ ମଧ୍ୟ ତାଙ୍କୁ ଦଳରୁ ବାହାର କରିବା ସହ ନାମାଙ୍କନ ରଦ୍ଦ ନେଇ ଦାବି…
ଅଧିକ ଖବର ଦେଖନ୍ତୁ...

ଭୋଟ ଗଣତି ବେଳେ ୬୨ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ: ଆରପି ଶର୍ମା

ଭୁବନେଶ୍ୱର: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ହୋଇଥିବା ମତଦାନର ଫଳାଫଳ ଚଳିତ ମାସ ୨୩ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ରାଜ୍ୟର ୬୨ଟି ସ୍ଥାନରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହେବ ବୋଲି ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଶନିବାର ଏହି ସୂଚନା ଦେଇଛନ୍ତି। ଭୋଟ…
ଅଧିକ ଖବର ଦେଖନ୍ତୁ...

କଟକ: ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ୍‌, ବର୍ତ୍ତିଲେ ଚାଳକ

କଟକ: ସିମେଣ୍ଟ ବୋଝେଇ ଟ୍ରକ ଶନିବାର ରାତି ଜଳି ଯାଇଛି। ସୂଚନା ଅନୁସାରେ କଟକରୁ ଜଗତପୁର ଅଭିମୁଖେ ଟ୍ରକ୍‌ରେ ଅଚାନକ୍‌ ନିଆଁ ଲାଗିବାରୁ ଏହା ଜଳି ଯାଇଛି। ତେବେ ଦୁର୍ଘଟଣାରୁ ଚାଳକ ବର୍ତ୍ତି ଯାଇଛନ୍ତି। କେଉଁ କାରଣରୁ ନିଆଁ ଲାଗିଛି, ତାହା ଜଣାପଡ଼ି ନାହିଁ।
ଅଧିକ ଖବର ଦେଖନ୍ତୁ...

ରାଜ୍ୟ କ୍ୟାବିନେଟ ବୈଠକ: କୁଶଳୀ ଶ୍ରମିକଙ୍କ ମଜୁରୀ ୩୭୦ରୁ ୫୫୫ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ବିଧାନସଭାର ଅନ୍ତିମ କ୍ୟାବିନେଟ ବୈଠକ ଶନିବାର ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ…
ଅଧିକ ଖବର ଦେଖନ୍ତୁ...

ସପ୍ତମ ପର୍ଯ୍ୟାୟ ନିର୍ବାଚନ: ୧୭ଥର ପାଇଁ ମତଦାନ କରିବେ ୧୦୩ ବର୍ଷିଅ ଭୋଟର । ବାଜାବାଣ ସହ ସ୍ୱାଗତ କରିବ ପ୍ରଶାସନ

ଭୁବନେଶ୍ବର: ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ମତଦାନ । ଭୋଟ୍ ଦେବେ ଶ୍ୟାମ ସରନ୍ ନେଗୀ । ଭୋଟ୍ ଦେବା ଆମ କର୍ତ୍ତବ୍ୟ । ଆସନ୍ତାକାଲି ଅନେକ ଭୋଟର ମଧ୍ୟ ଭୋଟ୍ ଦେବେ । ଏହା ଏକ ପ୍ରକ୍ରିୟା । ହେଲେ ଆମେ ଆଜି ଏହି ଖବର ଆପଣଙ୍କୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପ୍ରଦର୍ଶନରୁ ଲାଭ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଚାକିରିଆଙ୍କୁ ସଫଳତା ମିଳିବ। ଶୁକ୍ର ଓ ଶନିବାର: ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ରବି ଓ ସୋମବାର: ସାମାନ୍ୟ ପରିଶ୍ରମରେ ବଡ଼ ଲାଭ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି…
ଅଧିକ ଖବର ଦେଖନ୍ତୁ...

ଫଳ ବାହାରିବା ପୂର୍ବରୁ ରାଜ୍ୟରେ ଜୋର ଧରିଲା ଅଙ୍କକଷା : କିଏ ଗଢ଼ିବ ସରକାର ?

ଭୁବନେଶ୍ୱର: କାଲି ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ପରେ ଆରମ୍ଭ ହୋଇଯିବ ବୁଥ ବାହୁଡ଼ା ମତ ଆଧାରରେ ଚର୍ଚ୍ଚା । ୨୩ରେ ମତଗଣନା ହେବା ପୂର୍ବରୁ କିଏ ବାଜିମାତ କରିବ, କିଏ ସରକାର ଗଢ଼ିବ, କିଏ କିଙ୍ଗମେକର ସାଜିବ, ଆଞ୍ଚଳିକ ଦଳର ଭୂମିକା କ’ଣ ହେବ? ଏ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...