Daily Archives

May 19, 2019

ନବରଙ୍ଗପୁରରେ ଫେରିବ କଂଗ୍ରେସ, ବିଧାନସଭାରେ ବିଜେପିକୁ ମିଳିପାରେ ୩, ବିଜେଡି-କଂଗ୍ରେସକୁ ୨-୨ ଆସନ

ଭୁବନେଶ୍ୱର: ଆସିଲା ୧୯ ଯୁଦ୍ଧର ଏକଜିଟ୍‌ ପୋଲ୍‌ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ନବରଙ୍ଗପୁର ଲୋକସଭା ଆସନରେ ପୁଣି କମବ୍ୟାକ୍‌ କରିପାରେ କଂଗ୍ରେସ। ଆଉ ବିଜେଡିକୁ ମାତ୍‌ ଦେଇ ପୁରୁଣା ଗଡ଼କୁ ଫେରିପାଇବାକୁ ସକ୍ଷମ ହୋଇପାରନ୍ତି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଆଠ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର, ନାବାଳକ ନାମରେ ଅଭିଯୋଗ

ଝାରସୁଗୁଡା: ଜଣେ ୧୫ ବର୍ଷର ନାବାଳିକାକୁ ହୋଟେଲରେ ରଖି ତା ସହିତ ଦୁଷ୍କର୍ମ କରିଥିବା ଓ ଏହି ଘଟଣାରେ ଝାରସୁଗୁଡା ପୁଲିସର ୪ ଜଣ କର୍ମଚାରୀ ସଂପୃକ୍ତ ଥିବା ଭଳି ସମ୍ବେଦନଶୀଳ ଘଟଣା ଜଣାପଡିବାର ମାତ୍ର ୩ ଦିନ ପରେ ଆଉ ଏକ ଲଜ୍ଜାକର ଘଟଣା ଘଟିଛି। ତେବେ ଘଟଣାଟି ୩ ଦିନ ତଳେ ଘଟିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଅଚ୍ୟୁତଙ୍କ ହୋଇପାରେ ବିଜୟ, ବିଧାନସଭାରେ ବିଜେଡି ଖାତାକୁ ୪ ଆସନ, ବିଜେପିକୁ ୨

ଭୁବନେଶ୍ୱର: ୧୯ ପରୀକ୍ଷାର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଆଉ ରାଜ୍ୟ ଇତିହାସର ସବୁଠାରୁ ବଡ଼ ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ କନ୍ଧମାଳ ଲୋକସଭା ଆସନକୁ ପୁଣି କବଜାକୁ ନେଇପାରେ ବିଜେଡି। ପୁଣି ଏଠାରେ ବିଜେଡିର ଶଙ୍ଖ ନାଦ କରିପାରନ୍ତିି ଅଚ୍ୟୁତ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ଦ୍ୱିତୀୟ ଦାମୀ ଘର ସୂଚୀରେ ସାମିଲ ହେଲା ମୁକେଶ ଅମ୍ବାନୀଙ୍କ ଘର ଅଣ୍ଟେଲିଆର ନାଁ

ମୁମ୍ବାଇ : କିଛି ଦିନ ତଳେ ବିଶ୍ୱର ୧୦୦ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନାଁ ସାମିଲ ହୋଇଥିଲା । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମ୍ସ ପକ୍ଷରୁ ୨୦୧୯ପାଇଁ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ବିଜେଡି ହାତରେ ରହିବ ବ୍ରହ୍ମପୁର ଲୋକସଭା ଆସନ, ୩ ବିଧାନସଭା ଆସନରେ କଡ଼ା ମୁକାବିଲା, ବିଜେଡିକୁ ମିଳିପାରେ ୨,…

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନର ଫଳାଫଳ ପୂର୍ବରୁ ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ ବ୍ରହ୍ମପୁର ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡିର ବିଜୟ ବାନା। କାରଣ ତିନି ପ୍ରମୁଖ ଦଳ ଏଥର ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ବିଜେଡିର ଅଭିଜ୍ଞ ଚନ୍ଦ୍ରଶେଖର…
ଅଧିକ ଖବର ଦେଖନ୍ତୁ...

କର୍କଟ ରୋଗୀଙ୍କ ପାଇଁ ଖୁସି ଖବର : ୮୭ପ୍ରତିଶତ କମିଲା ଔଷଧର ଦାମ୍‌

ନୂଆଦିଲ୍ଲୀ : କର୍କଟ ରୋଗୀ ଏବଂ ତାଙ୍କ ପରିବାର ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ ଦ୍ୱାରା ୯ଟି କର୍କଟ ନିରୋଧି ଔଷଧର ଦାମ୍‌ ୮୭ପ୍ରତିଶତ ପର୍ଯ୍ୟନ୍ତ କମ କରି ଦିଆଯାଇଛି । ଏହି ୯ଟି ଔଷଧ ମଧ୍ୟରେ ଫୁସ୍‌ଫୁସ୍‌ କର୍କଟ ରୋଗ ପାଇଁ…
ଅଧିକ ଖବର ଦେଖନ୍ତୁ...

ଆସ୍କାରେ ନବୀନଙ୍କ ସମ୍ମାନ ରଖିପାରନ୍ତି ମହିଳା ପ୍ରାର୍ଥୀ ପ୍ରମିଳା, ବିଧାନସଭାରେ ବିଜେଡି ଜିତିପାରେ ୪, ବିଜେପିକୁ ୨…

ଭୁବନେଶ୍ୱର: ସରିଲା ୧୯ ଯୁଦ୍ଧର ଏକଜିଟ୍‌ ପୋଲ୍‌ ରିପୋର୍ଟ । ସମ୍ବାଦ ଓ କନକ ନ୍ୟୁଜ୍‌ ତରଫରୁ ହୋଇଥିବା ଏକଜିଟ୍‌ ପୋଲ୍‌ ରିପୋର୍ଟ ଆଧାରରେ ଆସ୍କା ଲୋକସଭା ଆସନରେ ପୁଣି ଉଡ଼ିପାରେ ବିଜେଡି ବାନା। ଆଉ ବିଜେପିକୁ ମାତ୍‌ ଦେଇ ଗଡ଼କୁ ରକ୍ଷା କରିବାରେ ସଫଳ ହୋଇପାରନ୍ତିି ବିଜେଡି ମହିଳା ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

କୋରାପୁଟ ଲୋକସଭା ଆସନରେ ତ୍ରିମୁଖୀ ଲଢ଼େଇ, ୪ ବିଧାନସଭାରେ ଜିତିପାରେ ବିଜେଡି, ବିଜେପିକୁ ୧ ଓ ସ୍ୱାଧୀନ ୧

ଭୁବନେଶ୍ୱର: ଶେଷ ହେଲା ୧୯ ପରୀକ୍ଷା। ୨୩ରେ ମତଗଣନା ପୂର୍ବରୁ ଆସିଲା ଏକଜିଟ୍‌ ପୋଲ୍‌ ରିପୋର୍ଟ। ମତଦାତାଙ୍କ ମୁଡ୍‌ ପରଖିଛି ସମ୍ବାଦ ଓ କନକ ନ୍ୟୁଜ୍‌। ଏହି ରିପୋର୍ଟ ଆଧାରରେ କେରାପୁଟ ଲୋକସଭା ଆସନରେ ହୋପାରେ ତ୍ରିିମୁଖୀ ଲଢ଼େଇ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ମେ’୧୨ରେ ଭୋପାଳରେ ମତଦାନ ସରିଥିବା ବେଳେ ମେ’ ୧୮ରେ ଟୁଇଟ୍‌ କରି ଲୋକମାନଙ୍କୁ ଭୋଟ ଦେବାକୁ କହିବାରୁ ଟ୍ରୋଲ ହେଲେ…

ମୁମ୍ବାଇ : ଭାରତରେ କିଛି ଦିନ ହେଲାଣି ନିର୍ବାଚନୀ ମାହୋଲ ଚାଲିଥିବା ବେଳେ ଆଜି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଥିଲା । ନେତାଙ୍କଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ନିଜର ମତଦାନ କରିଥିଲେ । ଏହା ସହ ଦେଶର ଜନତାଙ୍କୁ ସୋସିଆଲ ମିଡିଆ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଓ ଏନ୍‌ଡିଏକୁ ଏକକ ସଂଖ୍ୟାଗରିଷ୍ଠତା ଦେଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆହୁରି ୫ଟି ସିଟ୍‌ର ଆବଶ୍ୟକତା: ଏବିପି

ନୂଆଦିଲ୍ଲୀ: ଏବିପି ଓ ମେଲସନ୍‌ର ଏକଜିଟ୍‌ ପୋଲ ସର୍ଭେ ଅନୁଯାୟୀ ବିଜେପି ୨୬୭, କଂଗ୍ରେସ ୧୨୭ ଓ ଅନ୍ୟାନ୍ୟ ୧୪୮ଟି ଆସନ ପାଇ ପାରେ ବୋଲି ଦର୍ଶାଇଛି। ଏବିପି ବିଜେପି ଓ ଏନ୍‌ଡିଏକୁ ଏକକ ସଂଖ୍ୟାଗରିଷ୍ଠତା ଦେଇଥିଲେ ମଧ୍ୟ ସରକାର ଗଠନ ପାଇଁ ଆହୁରି ୫ଟି ସିଟ୍‌ର ଆବଶ୍ୟକତା ଥିବା ଦର୍ଶାଇଛି।
ଅଧିକ ଖବର ଦେଖନ୍ତୁ...