Daily Archives

May 25, 2019

ବିଶ୍ୱକପ୍‌: ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ହାରିଲା ଭାରତ, ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ବିଜୟୀ

ଲଣ୍ଡନ: ଅର୍ନ୍ତଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ପୂର୍ବରୁ ନିଜର ପ୍ରଥମ ଅଭ୍ୟାସ ମ୍ୟାଚରେ ଶନିବାର ଭାରତ ହାରିଛି। କେନିନ୍‌ଟନ୍‌ ଓଭାଲରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ୬ ଓ୍ଵିକେଟ୍‌ରେ ଜିତିଛି। ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୮୦ ରନ୍‌…
ଅଧିକ ଖବର ଦେଖନ୍ତୁ...

ସିଗାରେଟ୍‌ ପିଇବାକୁ ରୋକିବାରୁ ମହିଳା କେବିନ କ୍ରୁଙ୍କ ଆଗରେ ଆପତ୍ତିଜନକ କାମ କଲେ ଯୁବକ

ନୂଆଦିଲ୍ଲୀ : ସାଉଦି ଆରବର  ରିଦାହରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରାଯାଇଥିବାର ଖବର ମିଳିଛି । କେରଳରେ ରହୁଥିବା ଜଣେ ୨୪ବର୍ଷୀୟ ଯୁବକଙ୍କୁ ପୀଡ଼ିତା ସିଗାରେଟ ପିଇବାକୁ ରୋକିବାରୁ ଅଭିଯୁକ୍ତଜଣଙ୍କ ନିଜ ପ୍ୟାଣ୍ଟର ଚେନ୍‌ ଖୋଲି ଦେଇଥିଲେ । ଯାହା ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ଆର୍ଥିକ ରୂପେ ସବୁ କିଛି ଭଲ ରହିବ। ବୁଧ ଓ ଗୁରୁବାର: କୌଣସି ଖାସ୍‌ ଇଚ୍ଛା ପୂରା ହେବ। ଶୁକ୍ର ଓ ଶନିବାର: ବେପାରୀ ବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ରବି, ସୋମ ଓ ମଙ୍ଗଳବାର: ସରକାରୀ କାମରେ କୌଣସି ଲୋକଙ୍କ ସାହାଯ୍ୟ ପାଇବେ। ବୁଧ ଓ ଗୁରୁବାର: ସାମାଜିକ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଲେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ସମୟ ପୂର୍ବରୁ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । ସେ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ୟ (ଏନଡିଏ)ର ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇ ସେଠାକୁ ଯାଇଥିଲେ । ଏହାପୂର୍ବରୁ ଆଜି…
ଅଧିକ ଖବର ଦେଖନ୍ତୁ...

ରବି ଋତୁରେ ୧୧ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ: ମୁଖ୍ୟ ସଚିବ

ଭୁବନେଶ୍ୱର: କୃଷକମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୮-୧୯ ବର୍ଷ ଖରିଫ ଋତୁରେ ୫୧.୪୪ ଲକ୍ଷ ମାଟ୍ରିକ ଟନ୍‌ ଧାନ ସଂଗ୍ରହ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି। ପୂର୍ବରୁ ୨୦୧୬-୧୭ ଖରିଫ ଋତୁରେ ୪୩.୮୬ ଲକ୍ଷ ମାଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇ…
ଅଧିକ ଖବର ଦେଖନ୍ତୁ...

ଲିକ୍‌ ହେଲା ‘ବିଗ୍‌ ବସ୍‌-୧୩’ର ପ୍ରତିଯୋଗୀ ତାଲିକା! ହାଉସ୍‌ରେ ଦିଶିପାରନ୍ତି ଏହି ସବୁ ଜଣାଶୁଣା ଚେହେରା

ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍‌ ବସ୍‌’ର ୧୩ତମ ସିଜିନ୍‌ ସମୟ ପାଖେଇ ଆସିଲାଣି। ଏହାକୁ ନେଇ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିଜର ଫିଲ୍ମ କାର୍ଯ୍ୟରେ ବ୍ୟସ୍ତ ରହିବା ସତ୍ତ୍ୱେ ବି ଏଥର ବି ‘ବିଗ୍‌ ବସ୍‌’ର ହୋଷ୍ଟିଂ ସଲମାନ ଖାନ ହିଁ କରିବେ। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶୀ ଆତଙ୍କବାଦା ସଂଗଠନ ଜମାଏତ-ଉଲ-ମୁଜାହିଦ୍ଦିନକୁ ନିଷିଦ୍ଧ ଘୋଷଣା କଲା ଭାରତ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବାଂଲାଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜମାଏତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ( ଜେୟୁଏମବି) କୁ ନିିଷିଦ୍ଧ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସଂସ୍ଥା ଭାରତର ପୂର୍ବାଞ୍ଚଳ ଓ…
ଅଧିକ ଖବର ଦେଖନ୍ତୁ...

ତାପମାତ୍ରା: ୧୩ ସହରର ପାରା ୪୦ ଟପିଲା, ୪୬.୫ ଡିଗ୍ରି ସହ ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟର ୧୩ଟି ସହରର ତାପମାତ୍ରା ଶନିବାର ଅସହ୍ୟ ହୋଇପଡ଼ିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିଟିଲାଗଡ଼ରେ ଆଜି ସର୍ବାଧିକ ତାପମାତ୍ରା ୪୬.୫ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ ପରେ ବଲାଙ୍ଗୀରର ତାପମାତ୍ରା ୪୬.୩ ଡିଗ୍ରି ରେକର୍ଡ…
ଅଧିକ ଖବର ଦେଖନ୍ତୁ...

୨୯ରେ ଶପଥ ନେବେ ନବୀନ; ମନ୍ତ୍ରିମଣ୍ଡଳରେ କିଏ ପାଇବେ ସ୍ଥାନ? ଜୋର ଧରିଲା କଳ୍ପନାଜଳ୍ପନା

ଭୁବନେଶ୍ୱର (ସୁବ୍ରତ ଦାସ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂତନ ସରକାର ଆସନ୍ତା ୨୯ ତାରିଖ ଦିନ ଶପଥ ନେବାକୁ ଯାଉଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବେ ସେଥିନେଇ ଲବି ଆରମ୍ଭ ହୋଇଯାଇଛି। ନବୀନଙ୍କ ବାସଭବନ ନବୀନ ନିବାସରେ ଏଥିପାଇଁ ନେତାଙ୍କ ଭିଡ଼…
ଅଧିକ ଖବର ଦେଖନ୍ତୁ...

ପ୍ରଚଣ୍ଡ ବହୁମତ ସହ ଅଧିକ ଦାୟିତ୍ୱ ଆସିଯାଇଛି : ମୋଦି

ନୂଆଦିଲ୍ଲୀ : ଆଜି ବିଜେପି ଓ ଏନଡିଏ ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ସଂସଦୀୟ ଦଳ ନେତା ମନୋନୀତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ପ୍ରଚଣ୍ଡ ବହୁମତ ସହ ପୁଣି ନିର୍ବାଚିତ ହୋଇ ଆସିବା ଆମ ଦାୟିତ୍ୱକୁ ବଢାଇଦେଇଛି । ସମସ୍ତେ ମିଳିମିଶି କାମ କଲେ ଆମେ ଏହି…
ଅଧିକ ଖବର ଦେଖନ୍ତୁ...