Daily Archives

June 3, 2019

ଡ଼ାକ୍ତରଙ୍କ ଦାୟିତ୍ୱହୀନତା : ସ୍ତନ କର୍କଟ ନ ଥାଇ ମଧ୍ୟ କରି ଚାଲିଥିଲେ କେମୋଥେରାପି

ନୂଆଦିଲ୍ଲୀ : ଡ଼ାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି ମାନିଥାନ୍ତି । ବିଭିନ୍ନ ରୋଗକୁ ଭଲ କରିବାର ଶକ୍ତି ଡ଼ାକ୍ତରମାନଙ୍କ ପାଖରେ ଥିବା ବେଳେ କେରଳର କୋଟ୍ଟୟମରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡ଼ାକ୍ତରଙ୍କ ଭୁଲ ସୂଚନା ପାଇଁ ଜଣେ ମହିଳା  ଅଯଥା ଖର୍ଚ୍ଚାନ୍ତ ହେବା ସହ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିକ୍‌ ଆମେରିକାର ରାଷ୍ଟ୍ରପତି ହୁଅନ୍ତୁ ବୋଲି ଚାହିଁବା ସହ ନିଜେ ଭାରତର ପ୍ରଧାନମନ୍ତ୍ରୀ ହେବାକୁ…

ମୁମ୍ବାଇ : ପ୍ରଥମେ ବଲିଉଡ୍‌ରେ ନିଜକୁ ସଫଳ କରିବା ପରେ ହଲିଉଡ୍‌ରେ ନିଜ ସ୍ଥାନ ଅକ୍ତିଆର କରିବା ପାଇଁ ପହଞ୍ଚିଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ସେଠାରେ ମଧ୍ୟ ତାଙ୍କୁ ସଫଳତା ମିଳିବା ସହ ନିକ୍‌ ଜୋନସଙ୍କୁ ବିବାହ କରିବା ତାଙ୍କ ଜୀବନର ବଡ଼ ସଫଳତା ଥିଲା । ଅଭିନୟକୁ ଛାଡ଼ିଦେଲେ ଏବେ…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଗ୍ରାହକମାନଙ୍କ ପାଇଁ ଖୁସି ଖବର : ଏବେ ବିନା ଏଟିଏମ୍‌ କାର୍ଡରେ ଏଟିଏମ୍‌ରୁ ବାହାରିବ ଟଙ୍କା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜ ଖାତାଧାରୀମାନଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି। ଏବେ ଏସ୍‌ବିଆଇ ଖାତାଧାରୀମାନେ ଡେବିଟ୍‌ କାର୍ଡ ବିନା ଏଟିଏମ୍‌ରୁ ଟଙ୍କା ଉଠାଇ ପାରିବେ । ଯଦି ଆପଣ କେବେ ଘରେ ନିଜର ଡେବିଟ୍‌ କାର୍ଡ ଭୁଲି…
ଅଧିକ ଖବର ଦେଖନ୍ତୁ...

‘ଭାରତ’ ଫିଲ୍ମ ରିଲିଜ୍‌ ନେଇ ଆଗତ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଅଲ୍ଲୀ ଅବ୍ଦାସ ଜଫରଙ୍କ ଦ୍ୱାରା ନିର୍ମିତ ତଥା ସଲମାନ୍‌ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଭାରତ’କୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାକୁ ସୋମବାର ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି । ସୂଚନା ଅନୁଯାୟୀ, ସଲମାନ୍‌ ଖାନ ଅଭିନୀତ ଫିଲ୍ମ ‘ଭାରତ’ ୫…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଠିକ୍‌ଠାକ୍‌ ରହିବ। ପ୍ରତ୍ୟେକ କାମ ବିନା ବିଘ୍ନରେ ସ˚ପନ୍ନ ହେବ। କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ଅଚାନକ ଧନଲାଭ ହେବ। ଦାଂପତ୍ୟ ଜୀବନ ପ୍ରେମ ପୂର୍ବକ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା। ବୃଷ: ଆପଣଙ୍କ ମନ ରଚାନାତ୍ମକ କାମରେ ଲାଗି ରହିବ।…
ଅଧିକ ଖବର ଦେଖନ୍ତୁ...

ଜୁନ ୨୦ରୁ ରାଜ୍ୟସଭା ଅଧିବେଶନ, ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ

ନୂଆଦିଲ୍ଲୀ : ଆସନ୍ତା ୨୦ ତାରିଖରୁ ଜୁଲାଇ ୨୬ ପର୍ଯ୍ୟନ୍ତ ରାଜ୍ୟସଭାର ଅଧିବେଶନ ଚାଲିବ । ଏ ସଂପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି ବୋଲି ରାଜ୍ୟସଭା ମହାସଚିବ ଦେଶଦିପକ ବର୍ମା ସୂଚନା ଦେଇଛନ୍ତି । ସଂସଦର ଏହି ଅଧିବେଶନ ସରକାରଙ୍କ ପାଇଁ ସେତେଟା ସହଜ ହେବ ନାହିଁ । କାରଣ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଏଏନ-୩୨ ବିମାନର କୌଣସି ଧ୍ୱଂସାବଶେଷ ଏପର୍ଯ୍ୟନ୍ତ ମିଳିନାହିଁ : ବାୟୁସେନା

ନୂଆଦିଲ୍ଲୀ : ଆସାମର ଜୋରହାଟରୁ ଆଜି ଅପରାହ୍ଣରେ ଉଡାଣଭରିବା ପରେ ନିଶ୍ଚିହ୍ନ ହୋଇଯାଇଥିବା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ ର କୌଣସି ଧ୍ୱଂସାବଶେଷ ମିଳିନାହିଁ ବୋଲି ବାୟୁସେନା କହିଛି । ଟ୍ଵିଟ କରି ବାୟୁସେନାପକ୍ଷରୁ କୁହାଯାଇଛି ଯେ ବାୟୁସେନା, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ ମିଶି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ବିଜୟକୁ ନେଇ ମାନୁନି ମମତାଙ୍କ ମନ

କୋଲକାତା: ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ଆଶାନୁରୂପ ଫଳାଫଳ ହୋଇନଥିବାରୁ ଏହାକୁ ନେଇ ଦିଦି ସମୀକ୍ଷା ବୈଠକ କରିଛନ୍ତି | ଏହି ଅବସରରେ ବିଜେପିର ଅଭିବୃଦ୍ଧିକୁ ପଶ୍ଚିମବଙ୍ଗରେ ରୋକିବା ପାଇଁ ଦିଦି କିଛି ମାଷ୍ଟରପ୍ଲାନ ଚଳାଇଛନ୍ତି |ମମତା ଇଭିଏମକୁ ଟାର୍ଗେଟ କରି କହିଛନ୍ତି ଯେ ଇଭିଏମ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ସଂପର୍କରେ ବିବାଦୀୟ ଟ୍ଵିଟ୍‌ କରିଥିବା ଆଇଏଏସ୍‌ ଅଫିସର ନିଧି ଚୌଧୁରୀଙ୍କ ବଦଳି

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କ ଜନ୍ମଦିନରେ ସୋସିଆଲ୍‌ ମିଡିଆରେ ଏକ ଗାନ୍ଧୀ ବିରୋଧୀ ପୋଷ୍ଟ ଲେଖିଥିବା ମୁମ୍ବାଇର ଆଇଏଏସ୍‌ ଅଫିସର ନିଧି ଚୌଧୁରୀଙ୍କ ବଦଳି କରାଯାଇଛି। ତାଙ୍କୁ ବ୍ରିହନ ମୁମ୍ବାଇ ମୁନ୍‌ସିପାଲଟି କର୍ପୋରେସନ(ବିଏମ୍‌ସି)ର…
ଅଧିକ ଖବର ଦେଖନ୍ତୁ...

୩ ମାସ ପରେ ଭାରତୀୟ ବିମାନ ପାଇଁ ନିଜର ଆକାଶପଥ ଖୋଲିଲା ପାକିସ୍ତାନ, ଆସିଲା ପ୍ରଥମ ବିମାନ

ନୂଆଦିଲ୍ଲୀ : ଭାରତକୁ ଆସୁଥିବା ବିମାନଗୁଡ଼ିକ ପାଇଁ ନିଜର ଗୋଟିଏ ଏୟାର ରୁଟ (ଆକାଶ ପଥ) ଖୋଲିଛି ପାକିସ୍ତାନ । ଏହାଫଳରେ ରବିବାର ସଂଧ୍ୟାରେ ଆବୁଧାବିରୁ ଏତିହାଦର ଏକ ବିମାନ ପାକିସ୍ତାନ ଆକାଶ ଦେଇ ଭାରତରେ ପ୍ରବେଶ କରି ନୂଆଦିଲ୍ଲୀରେ ଲାଣ୍ଡ୍‌ କରିଥିଲା । ଗତ ୩ ମାସ ପରେ ଏହା ହେଉଛି…
ଅଧିକ ଖବର ଦେଖନ୍ତୁ...