Daily Archives

June 5, 2019

ଭୁବନେଶ୍ୱରରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ଗରମରୁ ମିଳିବ ଆଶ୍ୱସ୍ତି, ଜାରି ରହିବ ବର୍ଷା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ରାତି କାଳବୈଶାଖୀର ପ୍ରଭାବରେ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି। ବର୍ଷା ସାଙ୍ଗଙ୍କୁ ଓ ବିଜୁଳି ଘଡ଼ଘଡ଼ି ମଧ୍ୟ ଦେଖାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଯାତାୟତ ଏକ ଘଣ୍ଟା ଧରି ବନ୍ଦ ରହି ଯାଇଥିଲା। ରାସ୍ତାଘାଟ ଜନଶୂନ୍ୟ ଦେଖାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ବାୟୁସେନାର ବିମାନ ନିଖୋଜ ହେବା ପରେ ଏଭଳି ଟୁଇଟ୍‌ କରି ମୋଦୀଙ୍କୁ ପରିହାସ କଲେ ପାକିସ୍ତାନୀ ଅଭିନେତ୍ରୀ ବୀଣା…

ନୂଆଦିଲ୍ଲୀ : ନିଜ ବୟାନବାଜି ପାଇଁ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନୀ ଅଭିନେତ୍ରୀ ବୀଣା ମଲ୍ଲିକ୍‌ ଏବେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ସେ ଯେଉଁ କଥା ଲେଖି ଟୁଇଟ୍‌ କରିଛନ୍ତି, ତାକୁ ନେଇ ଏବେ ବଡ଼ ବିବାଦ ଆରମ୍ଭ ହୋଇ ଯାଇଛି ।…
ଅଧିକ ଖବର ଦେଖନ୍ତୁ...

କିଡ୍‌ନୀରେ ଥିବା ଷ୍ଟୋନ୍‌ ବାହାର କରିବାକୁ ଯାଇଥିଲେ ମହିଳା, ହେଲେ କିଡ୍‌ନୀ ବାହାର କରିଦେଲେ ଡାକ୍ତର

ନୂଆଦିଲ୍ଲୀ : ଛତିଶଗଡ଼ର ଖରାସିଆରେ ଥିବା ଏକ ଘରୋଇ ଡ଼ାକ୍ତରଖାନା ବିରେୋଧରେ ରୋଗୀର ପରିବାର ଲୋକେ ଗମ୍ଭୀର ଆରୋପ ଲଗାଇଛନ୍ତି । ଚିକିତ୍ସା ପାଇଁ ଆସିଥିବା ମହିଳାଙ୍କ କିଡ୍‌ନୀ ଡ଼ାକ୍ତର ଜାଣିଶୁଣି ବିକ୍ରି କରିବା ଉଦ୍ଦେଶ୍ୟରେ କାଢ଼ି ଦେଇଥିବା ଆରୋପ ଲଗାଇଛନ୍ତି ପରିବାର ଲୋକେ । ସୂଚନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଅଧିକ ସମୟ ଚିନ୍ତିତ ରହିବେ। କୌଣସି ବି ପ୍ରକାର ବାଦ ବିବାଦ ଠାରୁ ଦୂରେଇ ରହନ୍ତୁ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ। ବୃଷ: ସମୟ ଆପଣଙ୍କ ଲାଗି ବଢ଼ିଆ ରହିବ। ଭାବିଥିବା ସବୁ କାମ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ପ୍ରଥମ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ରେକର୍ଡ, ଏମିତି କରିବାରେ ଦ୍ୱିତୀୟ ଭାରତୀୟ

ସାଉଥମ୍ପଟନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ରେ ବୁଧବାର ଭାରତ ନିଜର ଅଭିଯାନ ଆରମ୍ଭ କରିଛି। ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାର ସମ୍ମୁଖୀନ ହୋଇଛି। ଟସ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ବୋଲର ମାନେ ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

୯୯.୯୯ ପ୍ରତିଶତ ନମ୍ବର ରଖି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ ନିଟ୍‌ ଟପ୍ପର

ନୂଆଦିଲ୍ଳୀ: ନେସ୍‌ନାଲ୍‌ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ୍‍(ନିଟ୍‌) ପରୀକ୍ଷା ଫଳାଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ନଳୀନ ଖଣ୍ଡେଲଓ୍ଵାଲ୍‌। ସେ ସମୁଦାୟ ୭୨୦ରୁ ୭୦୧ ନମ୍ବର(୯୯.୯୯) ପ୍ରତିଶତ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ୨ୟ ପର୍ଯ୍ୟାୟ, ୧ ବର୍ଷରେ ୬୦ ଲକ୍ଷ ଘର ନିର୍ମାଣ ହେବ

ନୂଆଦିଲ୍ଲୀ : ବିପୁଳ ଜନମତ ସହ କ୍ଷମତାକୁ ଫେରିବା ପରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ୨ୟ ପର୍ଯ୍ୟାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଏହା ଅନୁଯାୟୀ ଆସନ୍ତା ୧ ବର୍ଷ ମଧ୍ୟରେ ପ୍ରାୟ ୬୦ ଲକ୍ଷ ଘର ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଅର୍ଥାତ ୨୦୨୦ ଜୁନ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର: ବ୍ୟବସାୟୀଙ୍କୁ ଭୟଭୀତ କରି ୧ ଲକ୍ଷ ଟଙ୍କା ଲୁଟିନେଲେ କନ୍‌ଷ୍ଟେବଲ

ସମ୍ବଲପୁର: ପୁଣି ଖାକିରେ କଳଙ୍କ। ଛତିଶଗଡ଼ର ଜଣେ ବ୍ୟବସାୟୀଙ୍କୁ ଭୟଭୀତ କରି ଜଣେ ପୁଲିସ୍‌ କନେଷ୍ଟବଳ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଧନୁପାଲି ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରିଜର୍ଭ ପୁଲିସ୍‌ କନେଷ୍ଟବଳ ଲୋକନାଥ ବେହେରା(୩୦)କୁ ଅଟକ ରଖି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ ୨୦୧୯: ୬୧୦ ଦଳ ଚାଖି ପାରିଲେନି ବିଜୟ ସ୍ୱାଦ, ୫୩୦ ଦଳକୁ ଶୂନ ପ୍ରତିଶତ ଭୋଟ, ୩୭ଟି ଦଳକୁ ମିଳିଲା…

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ବିଭିନ୍ନ ଦଳଗୁଡ଼ିକ ମଧ୍ୟରେ ଲଢ଼େଇ ହୋଇଥିବା ବେଳେ ସମୁଦାୟ ୬୧୦ଟି ଆଞ୍ଚଳିକ ଓ କ୍ଷୁଦ୍ର ଦଳକୁ ଗୋଟିଏ ହେଲେ ବି ଆସନ ମିଳିନାହିଁ। ସେହିପରି ୫୩୦ଟି ଦଳ ଏଥର ନିର୍ବାଚନରେ ଶୂନ ପ୍ରତିଶତ ଭୋଟ୍‌ ପାଇଛନ୍ତି। ଭାରତୀୟ ନିର୍ବାଚନ କମିସନ ଦେଇଥିବା ତଥ୍ୟ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଭାରତ ଉପରେ ଆଖି ପକାଇଛି ଶ୍ରୀଲଙ୍କା ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ବଢିଚାଲିଥିବା ଇସ୍ଲାମିକ ମୌଳବାଦ ଓ ମୁସଲମାନ ବିରୋଧୀ ହିଂସାକୁ ନେଇ ଭାରତ ସରକାର ସତର୍କ ହୋଇଯାଇଛନ୍ତି । ଶ୍ରୀଲଙ୍କାରେ ମୁସଲିମ ବିରୋଧୀ ହିଂସା ବଢିଲେ ଏହି ସଂଖ୍ୟାଲଘୁ ସଂପ୍ରଦାୟରେ ଆଇଏସ ଚିନ୍ତାଧାରାର ଅଧିକ ଦ୍ରୁତ ଗତିରେ ପ୍ରସାର ହେବ । ଏପରି ହେଲେ ତାହା…
ଅଧିକ ଖବର ଦେଖନ୍ତୁ...