Daily Archives

June 6, 2019

ଫନି ପ୍ରଭାବିତ ଜିଲ୍ଲାମାନଙ୍କରେ ୧୧୦୦୦ରୁ ଅଧିକ ଋଣ ଦେଲା ଏସବିଆଇ

ଭୁବନେଶ୍ବର : ଓଡ଼ିଶାର ଫନି ପ୍ରଭାବିତ ଅଂଚଳରେ ଲୋକମାନଙ୍କ ସହାୟତା ପାଇଁ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟାଙ୍କ  ପକ୍ଷରୁ ୧୧୦୦୦ରୁ ଅଧିକ ଋଣ ଏହାର ଫଣି ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଇଛି, ଯାହା ସେମାନଙ୍କ ଥଇଥାନ ଏବଂ…
ଅଧିକ ଖବର ଦେଖନ୍ତୁ...

ସ୍ମୃତି ଇରାନୀ ସେୟାର କଲେ ନିଜ ପୁରୁଣା ଓ ନୂଆ ଫଟୋ, ଲେଖିଲେ ‘କ’ଣରୁ କ’ଣ ହୋଇଗଲା…’

ନୂଆଦିଲ୍ଲୀ: ମହିଳା-ଶିଶୁ ବିକାଶ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ସୋସିଆଲ ମିଡିିଆରେ ନିଜ ପୁରୁଣା ଫଟୋ ସେୟାର କରିଛନ୍ତି। ସ୍ମୃତି ଇରାନୀ ସୋସିଆଲ ମିଡିିଆରେ ଖୁବ୍‌ ସକ୍ରିୟ ଓ ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ପୁରୁଣା ଫଟୋ ନିୟମିତ ସେୟାର କରିଥାଆନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କହିଲେ, ‘ମତେ ଗୁଳି ମାରିଦିଅ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ହରିୟାଣାର ସମସ୍ତ ୧୦ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀମାନେ ଶୋଚନୀୟ ଭାବେ ପରାଜୟ ବରଣ କରିଛନ୍ତି। ଏହାକୁ ନେଇ ଦିଲ୍ଲୀରେ ହରିୟାଣା କଂଗ୍ରେସ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ଚାଲିଥିବା ସମୟରେ ଉପସ୍ଥିତ ନେତାମାନେ ପରସ୍ପର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ରେ ଏହି ଭାରତୀୟ ଚେସ୍‌ ଖେଳାଳିଙ୍କ କମାଲ, କହିଲେ- ବ୍ୟାଟସ୍‌ମ୍ୟାନଙ୍କ ରଣନୀତି ପୂର୍ବରୁ ବୁଝିଯାଏ

ସାଉଥମ୍ପଟନ୍‌: ଭାରତୀୟ ଟିମ୍‌ର ଏହି ଖେଳାଳି ପିଲାଟି ଦିନରୁ ଚେସ୍‌ ଖେଳୁଥିଲେ। ଚେସ୍‌ ଖେଳାଳି ହୋଇ ବି ବିରୋଧୀ ଟିମ୍‌ର ବ୍ୟାଟସ୍‌ମ୍ୟାନଙ୍କ ରଣନୀତି ପୂର୍ବରୁ ହିଁ ଜାଣିପାରିଥାନ୍ତି। ଏହି ଖେଳାଳି ହେଉଛନ୍ତି, ସ୍ପିନର ୟୁଜବେନ୍ଦ୍ର ଚହଲ, ଯିଏକି ବିଶ୍ୱକପରେ କମାଲ କରିଛନ୍ତି। ଚହଲ ବୁଧବାର…
ଅଧିକ ଖବର ଦେଖନ୍ତୁ...

ଆସିଲା ଚୂଡ଼ାନ୍ତ ରିପୋର୍ଟ: ବାତ୍ୟା ଫନିରେ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀ ଗୁରୁବାର ବାତ୍ୟା ଫନି ଜନିତ କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ରିପୋର୍ଟରେ ମୋଟ ୯ହଜାର ୩୩୬ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏଥିରେ ସାଧାରଣ ସଂପତିର କ୍ଷତି ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଅପରେସନ ବ୍ଲୁଷ୍ଟାରର ୩୫ ବାର୍ଷିକୀ, ସ୍ୱର୍ଣ୍ଣମନ୍ଦିର ପରିସରରେ ଅସ୍ତ୍ରଶସ୍ତ୍ର ସହ ଖଲିସ୍ତାନ ସପକ୍ଷବାଦୀ ସ୍ଲୋଗାନ

ଅମୃତସର : ଆଜି ଥିଲା ଅପରେସନ ବ୍ଲୁଷ୍ଟାରର ୩୫ ତମ ବାର୍ଷିକୀ । ଏହି ଅବସରରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରିସରରେ ଖଲିସ୍ଥାନ ସପକ୍ଷବାଦୀ ସ୍ଲୋଗାନ ଦିଆଯିବା ସହ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ଏହା ସହିତ ସ୍ୱତନ୍ତ୍ର ପ୍ରାର୍ଥନା କରାଯିବା ସହ ଭାରତ ବିରୋଧୀ ସ୍ଲୋଗାନ ମଧ୍ୟ ଦିଆଯାଇଛି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ଆପଣଙ୍କୁ ସାଥ ଦେବ। ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ। ଧନଲାଭର ସ˚କେତ ନଜର ଆସିବ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମାଆ ଦୁର୍ଗା। ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସରକାରୀ ବାସଭବନ; ହେଲେ ଏଥିରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨.୦ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ସ୍ୱରାଷ୍ଟ୍ର ବିଭାଗର ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତଥା ମୋଦି ମନ୍ତ୍ରିମଣ୍ଡଳରେ ନମ୍ବର ୨ ଭାବେ ପରିଗଣିତ ହେଉଥିବା ଅମିତ୍‌ ଶାହାଙ୍କୁ କେନ୍ଦ୍ର କରି ଏବେ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସୁବର୍ଣ୍ଣପୁର: କାଳବୈଶାଖୀରେ ଉପୁଡିଲା ଗଛ, ଜୀବନ ହାରିଲେ ବାଟୋଇ

ଖାରି/ସୁବର୍ଣ୍ଣପୁର: କାଳବୈଶାଖୀ ପ୍ରଭାବରେ ରାସ୍ତା କଡ଼ରେ ଥିବା ଗଛ ଉପୁଡିବାରୁ ଜଣେ ବାଟୋଇଙ୍କ ପାଇଁ କାଳ ହୋଇଛି। କୌଣସି ବ୍ୟକ୍ତିଗତ କାମରେ ଯାଉଥିବା ସୁବର୍ଣ୍ଣପୁର ଜିଲ୍ଲାର ଖାରି ଅଂଚଳର ବିଭୂ ପ୍ରଧାନଙ୍କ ଉପରେ ଆଜି ସନ୍ଧ୍ୟାରେ ଏକ ବିଶାଳ ଗଛ ଢଳି ପଡ଼ିଥିଲା। ଘଟଣାସ୍ଥଳରେ ବିଭୂ ଆହତ…
ଅଧିକ ଖବର ଦେଖନ୍ତୁ...

ନୂଆ ମନ୍ତ୍ରୀଙ୍କୁ ମିଳିଲା ଦପ୍ତର, କାମ ଆରମ୍ଭ ହେଉ ହେଉ ସୋମବାର

ଭୁବନେଶ୍ୱର (ସୁବ୍ରତ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂତନ ମନ୍ତ୍ରିମଣ୍ଡଳର ସଭ୍ୟମାନେ ସେମାନଙ୍କର କାର୍ଯ୍ୟ ଉଣା ଅଧିକେ ଆରମ୍ଭ କରିଛନ୍ତି। ତେବେ ମନ୍ତ୍ରୀମାନଙ୍କୁ ସଚିବାଳୟରେ ପ୍ରକୋଷ୍ଠ ଆବଣ୍ଟନ ହୋଇ ନ ଥିବାରୁ ସେମାନଙ୍କର କାର୍ଯ୍ୟ ପୂରା ଦମ୍‌ରେ ଆରମ୍ଭ ହୋଇପାରିନାହିଁ।…
ଅଧିକ ଖବର ଦେଖନ୍ତୁ...